ଶସ୍ତା ହେଲା OnePlus ର ଏହି ସ୍ମାର୍ଟଫୋନ୍, ଜାଣନ୍ତୁ ଅଫର ଡିଟେଲ୍ସ
ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ OnePlus ନିଜର ଦାମଦାର୍ ଡିଭାଇସ୍ ପାଇଁ ଭାରତୀୟ ମାର୍କେଟରେ ବହୁତ ଫେମସ୍ ହୋଇଛି । ଯଦି ଆପଣ ଶସ୍ତା ମୂଲ୍ୟରେ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଅଫର ବିଷୟରେ କହିବୁ । ବାସ୍ତବରେ OnePlus Nord 4 ର ମୂଲ୍ୟ ଏବଂ ଦମଦାର୍ ଫିଚର୍ସ…