best car

ପ୍ରଥମ ଇଲେକ୍ଟ୍ରିକ୍‌ କାର ଆଣିବା ପାଇଁ ପ୍ରସ୍ତୁତ ହେଉଛି Ferrari, ଜାଣନ୍ତୁ କେତେ ରହିବ ଦାମ୍‌

ଷ୍ଟାଇଲିସ୍‌ ଡିଜାଇନ୍‌ ତଥା ବିଳାସପୂର୍ଣ୍ଣ କାର ତିଆରି ପାଇଁ ସାରା ବିଶ୍ୱରେ Ferrari ବେଶ୍‌ ଜଣାଶୁଣା । Ferrari କମ୍ପାନୀ ବର୍ତ୍ତମାନ ଇଲେକ୍ଟ୍ରିକ୍‌ କାର ଆଣିବା ପାଇଁ…

5 days ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ନୂଆ ଇଲେକ୍ଟ୍ରିକ୍ କାର୍ ମହିନ୍ଦ୍ରା XUV700…

4 weeks ago

ମହିନ୍ଦ୍ରା ଲଞ୍ଚ କଲା ନୂଆ XUV 700 AX5 ସିଲେକ୍ଟ, ଦାମ ସହ ଫିଚର ବି ରହିଛି ବଢ଼ିଆ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ମହିନ୍ଦ୍ରା XUV 700 AX5 ସିଲେକ୍ଟ ଭାରିଆଣ୍ଟ ଲଞ୍ଚ କରିବାକୁ ଘୋଷଣା କରିଛି । AX5 ସିଲେକ୍ଟ ଉଭୟ ପେଟ୍ରୋଲ…

4 weeks ago

ବିନା ଡାଉନପେମେଣ୍ଟରେ ମାତ୍ର ୨୧,୯୦୦ ଟଙ୍କାରେ ଘରକୁ ନେଇ ଆସନ୍ତୁ ଏହି ଦମଦାର କାର, KIAରେ ମିଳୁଛି ଏଭଳି ଅଫର

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଋଣ ନେଇ ନୂଆ କାର କିଣିବାର ସ୍ୱପ୍ନକୁ ପୂରା କରନ୍ତି । କିନ୍ତୁ ବେଳେବେଳେ ଅଧିକ ଡାଉନ୍ ପେମେଣ୍ଟ କାରଣରୁ…

1 month ago

ବାଇକଠାରୁ ବି ଶସ୍ତା ଏହି ଇଲେକ୍ଟ୍ରିକ୍ କାର୍, ଦେବ ୬୦ କିମି ରେଞ୍ଜ

ଯଦି ଆପଣ ଏକ କାର କିଣିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କର ବଜେଟ୍ ମାତ୍ର ଦୁଇ ଲକ୍ଷ ଟଙ୍କା । କିନ୍ତୁ ଯଦି ଆପଣ ଏହି ବଜେଟରେ କାର…

1 month ago

ସୁଲଭ ମୂଲ୍ୟରେ ଆସିଯାଇଛି ଇଲେକ୍ଟ୍ରିକ୍‌ କାର, ଫୁଲ ଚାର୍ଜରେ ଚାଲିବ ୩୧୫ କିମି

ଏବେ ଗରିବ ବି ଚଲାଇବେ ଫୋର୍‌ ହ୍ଵିଲର୍‌ । ସୁଲଭ ମୂଲ୍ୟରେ ଆସିଯାଇଛି ଇଲେକ୍ଟ୍ରିକ୍‌ କାର, ଯାହା ଫୁଲ୍‌ ଚାର୍ଜରେ ୩୧୫ କିଲୋମିଟର ଚାଲିବ । କମ…

1 month ago

Toyota Hiluxକୁ ଟକ୍କର ଦେବ Isuzu V-Cross, ଜାଣନ୍ତୁ କେତେ ଦାମରେ ମିଳୁଛି ଏହା

ଇସୁଜୁ କମ୍ପାନୀ D-Max V-Cross Z Prestige ପିକଅପ୍ ଟ୍ରକ୍ ଲଞ୍ଚ କରିଛି । ଏହି ନୂଆ V-Cross ଟ୍ରିମ୍ ଅନେକ ନୂଆ ଫିଚର ଏବଂ ଡିଜାଇନ୍…

2 months ago

ଟୟୋଟା ଲଞ୍ଚ କଲା Rumion ର ନୂଆ ଅଟୋମେଟିକ୍‌ ଭାରିଆଣ୍ଟ, ଜାଣନ୍ତୁ ଦାମ୍‌

ଟୟୋଟା ନିଜର କମ୍ପାକ୍ଟ MPV Rumion ର ନୂଆ ମିଡ୍‌ ଲେଭଲ୍‌ ଭାରିଆଣ୍ଟ ଲଞ୍ଚ କରିଛି । ଏହି ଭାରିଆଣ୍ଟଟି ହେଉଛି "Toyota Rumion G AT…

2 months ago

Skodaର ଏହି କାରରେ କମିଲା ୨ ଲକ୍ଷ, ଶୀଘ୍ର ଉଠାନ୍ତୁ ମଉକାର ଫାଇଦା

Skoda ଇଣ୍ଡିଆ ନିଜର ଏକ ଏସୟୁଭିର ମୂଲ୍ୟକୁ କମ୍‌ କରିଛି । Skoda ଏହି ଏସୟୁଭିରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ ଡିସକାଉଣ୍ଟ ଦେଇଛି ।…

2 months ago

ଖୁବଶୀଘ୍ର ଲଞ୍ଚ ହେବ Kiaର ଏହି ଦୁଇଟି ମଡେଲ୍‌, ୟୁଜର୍ସଙ୍କୁ ଆସିବ ପସନ୍ଦ

Kia Cars ଏହି ମାସ ଆରମ୍ଭରେ ନିଜ ପ୍ରଡକ୍ଟଗୁଡିକରେ ଅନେକ ଅପଡେଟ୍‌ କରିବା ନେଇ ଘୋଷଣା କରିଛି । ତେବେ Kia ବର୍ତ୍ତମାନ ନିଜ ଅପକମିଂ ମଡେଲଗୁଡିକ…

2 months ago

ଆରମ୍ଭ ହେଲା MG ମୋଟରର ବଜେଟ୍ ଫ୍ରେଣ୍ଡଲି ଇଲେକ୍ଟ୍ରିକ୍ MPV ଟେଷ୍ଟିଙ୍ଗ, ଗୋଟିଏ ଚାର୍ଜରେ ଦେବ ୫୦୦ କିମି ରେଞ୍ଜ

MG ମୋଟର ଏହାର ନୂଆ ଇଲେକ୍ଟ୍ରିକ MPV ଉପରେ ଟେଷ୍ଟିଙ୍ଗ ଆରମ୍ଭ କରିଛି । ଏହାର ପଲିସି ଅନୁଯାୟୀ, କମ୍ପାନୀ କିଛି ମାସର ବ୍ୟବଧାନ ପରେ ଏକ…

2 months ago

ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି Tesla, ସମଗ୍ର ବିଶ୍ୱରେ ବିକ୍ରି ହେଉଛି ଏହି ସବୁ ଗାଡି

ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ଏଲନ୍ ମସ୍କ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ମସ୍କ ପ୍ରଧାନମନ୍ତ୍ରୀ…

2 months ago