ଭାଲେଣ୍ଟାଇନ୍ସ ଡେ’ରେ ନିଜ ପାର୍ଟନରଙ୍କୁ ଦିଅନ୍ତୁ TWS ଇୟରବଡସ୍, ମାତ୍ର ୨୦୦୦ ଟଙ୍କାରେ ମିଳିବ ଅନେକ ଅପ୍ସନ
୧୪ ଫେବୃଆରୀରେ ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ସ ଡେ' ପାଳନ କରାଯିବ । ଏହି ଅବସରରେ ବିବାହିତ ଏବଂ ପ୍ରେମୀ ଯୁଗଳ ପରସ୍ପରକୁ କିଛି ଉପହାର ଦିଅନ୍ତି । ଏହାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ପାଇଁ ଏକ ଉପହାର ବିଷୟରେ ସୂଚନା ଆଣିଛୁ ଯାହା ୨୦୦୦ ଟଙ୍କା ବଜେଟରେ ଆସିଥାଏ ଏବଂ ବହୁତ ଦିନ ପର୍ଯ୍ୟନ୍ତ…