iPhone ଲଭର୍ସଙ୍କ ପାଇଁ ଖୁସି ଖବର, Apple ପ୍ରଡକ୍ଟସ୍ ଉପରେ ମିଳିବ ଡିସକାଉଣ୍ଟ ଅଫର
Apple Days Sale ରେ iPhone ସମେତ ଅନେକ Apple ପ୍ରଡକ୍ଟସ୍ ଉପରେ ଭଲ ଡିସକାଉଣ୍ଟ ଅଫର କରାଯାଉଛି । ନୂଆ ବର୍ଷ ଅବସରରେ ଆୟୋଜିତ ଏହି ସେଲରେ iPhone 13, iPhone 14, iPhone 15, iPhone 16, MacBook, Apple Watch 10 ସିରିଜ୍ ଏବଂ Apple AirPods 4 କୁ ଶସ୍ତାରେ କିଣାଯାଇପାରିବ ।…