BSNL ର ବର୍ଷିକିଆ ପ୍ଲାନ୍, ପ୍ରତ୍ୟେକ ଦିନ ମିଳିବ ୨GB ହାଇସ୍ପିଡ୍ ଡାଟା
ବର୍ଷିକିଆ ପ୍ଲାନ୍ ଆଣିଛି BSNL । ମିଳିବ ବଢ଼ିଆ ସୁବିଧା । BSNL ୩୬୫ ଦିନ ପାଇଁ ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ପ୍ରଦାନ କରେ । ଏହି ପ୍ଲାନ୍ ସାରା ବର୍ଷ ୨GB ଦୈନିକ ଡାଟା ଏବଂ ମାଗଣା କଲିଂ ପ୍ରଦାନ କରେ । ଭାରତ ସଂଚାର ନିଗମ ଲିମିଟେଡର ଏହି ଶସ୍ତା ରିଚାର୍ଜ ପ୍ଲାନ୍ ଘରୋଇ ଟେଲିକମ୍…