ଭାରତରେ ଲଞ୍ଚ ହୋଇଛି Realme P3 Lite 5G, ଯାହାକୁ ଆପଣ ଓଦା ହାତରେ କରିପାରିବେ ବ୍ୟବହାର
Realme ଭାରତରେ ଆଉ ଏକ ଶସ୍ତା 5G ଫୋନ୍ ଲଞ୍ଚ କରିଛି । ଏହି Realme ଫୋନକୁ P3 ସିରିଜର ସବୁଠାରୁ ସୁଲଭ ମଡେଲ ଭାବରେ ତିଆରି କରାଯାଇଛି । ଏହି ଫୋନରେ ଏକ ପାୱାରଫୁଲ୍ ୬୦୦୦mAh ବ୍ୟାଟେରୀ ରହିଛି । ଏହା ସହ IP64 ଡଷ୍ଟ ଏବଂ ସ୍ପ୍ଲାସ୍ ରେଟିଂ ଭଳି ଫିଚର୍ସ ଫୋନରେ ରହିଛି । ଏହି Realme ଫୋନଟି…