୪,୦୦୦ ଟଙ୍କାରୁ କମ୍ ମୂଲ୍ୟରେ କିଣନ୍ତୁ ବେଷ୍ଟ ୱାଇ-ଫାଇ ରାଉଟର, ଫାଷ୍ଟ ଇଣ୍ଟରନେଟ ସହିତ ୨୦ ଟି ଡିଭାଇସ୍ ସହ ହେବ…
ବର୍ତ୍ତମାନ ଅଧିକ ଲୋକେ ଡିପେଣ୍ଡ କରୁଛନ୍ତି ଡିଜିଟାଲ ଦୁନିଆ ଉପରେ। ଏମିତିକି ସବୁ କାମ ଏବେ ଫୋନରେ ହିଁ ହେଉଛି। ଏମିତିକି ସକାଳ ଆରମ୍ଭ ହୁଏ ଇ-ମେଲ ଯାଞ୍ଚ କରି ବା ସୋସିଆଲ ମିଡିଆ ସ୍କ୍ରୋଲ କରି। କେବଳ ଦିନର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆମକୁ ଇଣ୍ଟରନେଟ୍ ଦରକାର ନାହିଁ,…