ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଯୋଗ, ଜାଣନ୍ତୁ କରିବା ସମୟରେ କେଉଁ କଥାର ରଖିବେ ଧ୍ୟାନ
ଯୋଗ ସ୍ୱାସ୍ଥ୍ୟା ପାଇଁ ସର୍ବଦା ଭଲ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ସହ ଯୋଗ କରିବା ଦ୍ୱାରା କେବଳ ଶାରୀରିକ ଉନ୍ନତି ହୁଏ ନାହିଁ ବରଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରିହିଥାଏ । ସେଥିପାଇଁ ଯୋଗକୁ ସମଗ୍ର ବିଶ୍ୱରେ ଲୋକପ୍ରିୟତା ମିଳିଥାଏ । ତେବେ ଯଦି ଆପଣ ଯୋଗ କରନ୍ତି ତାହେଲେ…