Browsing Tag

betel leaf

ଅଲସର ସହିତ ଅନ୍ୟାନ୍ୟ ପେଟ ସମସ୍ୟାକୁ ଦୂର କରେ ପାନ ପତ୍ର ରସ, ଏହାକୁ ପ୍ରତିଦିନ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

ପାନ ପତ୍ରରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। ଏହାକୁ ପୂଜା କରିବା ସହିତ ପେଟ ସମ୍ବନ୍ଧୀୟ ମାନେ ବିଶେଷ କରି ହଜମ କ୍ରିୟା କୁ ସୁସ୍ଥ ରଖିବା ପାଇଁ ପାନ ରସ ଖୁବ ଉପଯୋଗୀ ହୋଇଥାଏ। ଏହାକୁ ପୂର୍ବ ସମୟରେ ବଡ଼ ଲୋକ ମାନେ ଖାଉଥିଲେ। କିନ୍ତୁ ଏଥିରେ ଅନ୍ୟାନ୍ୟ ମସଲା ମଧ୍ୟ ଆଡ କରୁଥିଲେ। ତେବେ ଆଜି…