ଅଭିନେତ୍ରୀ ଉର୍ବଶୀ,ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଇଡି ସମନ:ଅନଲାଇନ ବେଟିଂ ଆପ୍ ବିରୋଧରେ ଇଡି ପକ୍ଷରୁ…
ଦିଲ୍ଲୀ : ଅନଲାଇନ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିନେତ୍ରୀ ଉର୍ବଶୀ ରୌଟେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି। ସନ୍ଦିଗ୍ଧ ମନି ଲଣ୍ଡରିଂ ପାଇଁ ଯାଞ୍ଚାଧୀନ ଅନଲାଇନ୍ ବେଟିଂ ପ୍ଲାଟଫର୍ମ 1xBet ଉପରେ ଚାଲିଥିବା ତଦନ୍ତ ଜାରି ରହିଛି ।…