Browsing Tag

beuty parlour owner

ରାତି ୧୦ଟାରେ ବ୍ୟୁଟି ପାର୍ଲର ମାଲିକାଣିଙ୍କ ଉନ୍ମତ୍ତ କାଣ୍ଡ, ଲୋକଙ୍କୁ ଅଯଥାରେ ଗାଲିଗୁଲଜ ସହ କଲେ ଆକ୍ରମଣ ଉଦ୍ୟମ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର ର୍ମିଜାପୋଖରୀରେ ଥିବା ଜଣେ ବ୍ଯୁଟି ପାର୍ଲର ମାଲିକାଣିଙ୍କ ହାଇଡ୍ରାମା । ଗତକାଲି ରାତି ସାଢେ ୧୦ଟାରେ ନିକଟସ୍ଥ ସାଇ ମନ୍ଦିର ନିକଟରେ ଏହି ହାଇଡ୍ରାମା ଦେଖିବାକୁ ମିଳିଥିଲା । ମହିଳା ଜଣକ ସାଇମନ୍ଦିର ଫାଟକକୁ ଧରି ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରୁଥିବା…