କଣ୍ଟେନର ଟ୍ରକ ପଛକୁ ପିଟିଲା କାର, ଜଣେ ମୃତ ଓ ଅନ୍ୟ ଜଣେ ଆହତ
ଭଦ୍ରକ : ୧୬ ନଂ ଜାତୀୟ ରାଜପଥରେ ମହତାବ ଛକ ନିକଟରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଛିଡା ହୋଇଥିବା କଣ୍ଟେନର ଟ୍ରକ ପଛକୁ ପିଟିଲା କାର । ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଫଳରେ କାର ଭିତରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ…