ବରପଦା ଇଞ୍ଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ବହିଷ୍କାର ଦାବି, ୧୨ ଘଣ୍ଟିଆ ଭଦ୍ରକ ବନ୍ଦ
ଭଦ୍ରକ (କେନ୍ୟୁଜ): ୧୨ ଘଣ୍ଟିଆ ଭଦ୍ରକ ବନ୍ଦ । ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ବନ୍ଦ ଡାକରା ଦିଆଯାଇଛି । ବରପଦା ବିକାଶ ମଞ୍ଚ ପକ୍ଷରୁ ଭଦ୍ରକ ବନ୍ଦ ପାଳନ କରାଯାଇଛି । କଲେଜରୁ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ବହିଷ୍କାର ଓ ଦୁର୍ନୀତିଗ୍ରସ୍ତ ସୋସାଇଟି ଭଙ୍ଗ ଦାବିରେ ଆଜି ୧୨…