ଲିଫ୍ଟରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ତୀବ୍ର ଉତ୍ତେଜନା
ଭଦ୍ରକ : ଲିଫ୍ଟରେ ଚାପିହୋଇ ରୋଗୀଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । ମହିଳା ରୋଗୀଙ୍କ ଜଣଙ୍କ ଶ୍ୱାସ ଓ ଥାଇରଡ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଭଦ୍ରକ ହସ୍ପିଟାଲକୁ ଆସିଥିଲେ । ଆଉଟ ଡୋରରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଥିଲେ । ମହିଳା ଜଣଙ୍କୁ ଫିମେଲ…