ନଦୀ ବନ୍ଧ ଫାଟି ଆଁ କରୁଛି, ଚିନ୍ତାରେ ଶହ ଶହ ଲୋକେ
ନଦୀ କୁଳିଆ ଲୋକମାନଙ୍କର ଧନ ଜୀବନର ସୁରକ୍ଷା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସ୍ଥାନରେ ନଦୀ ବନ୍ଧର ମରାମତି କାର୍ଯ୍ୟ କରାଯାଉଛି । କିନ୍ତୁ କେତେକ ସ୍ଥାନରେ ଆବଶ୍ୟକୀୟ ମାଷ୍ଟର ପ୍ଲାନ କରାନଯାଇ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିଲେ…