ବାଙ୍କୀରେ ଗୋଷ୍ଠୀ ସଂଘର୍ଷ, ତାଳବସ୍ତ ବନହରା ଆଦିବାସୀ ସାହିରେ ଘଟିଛି ଘଟଣା
ବାଙ୍କୀ : ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ । ପୂର୍ବ ବିବାଦ ଓ କାଜୁ ନିଲାମକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୨ ଆହତ । ୪ ବଖରା ଘର ପୋଡ଼ିବା ସହ ଉଭୟ ପକ୍ଷରୁ ଟେକା ପଥର ମାଡ଼ ହୋଇଛି । ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ବନହରା ଆଦିବାସୀ ସାହିରେ ସଂଘର୍ଷ ଘଟିଛି ।
ଘଟଣାସ୍ଥଳରେ ୨…