Odisha News
Browsing Tag

bhadrak snake rescue

ପୁଣି ଭଦ୍ରକରେ ନାଗ ଛୁଆ ଉଦ୍ଧାର

ଭଦ୍ରକ: ଚାନ୍ଦବାଲି ବ୍ଲକ ମହୁଲିଆ ଗାଁରୁ ୨୦ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ସେମାନଙ୍କୁ ଗାଁ ଲୋକେ କ୍ଷୀର ଦେଇ ପୂଜା କରୁଛନ୍ତି। ସୂଚନା ଅନୁଯାୟୀ ଗାଁର ଗୋବର୍ଦ୍ଧନ ରାଉଳଙ୍କ ଘର ଭିତରୁ ସାପ ଉଦ୍ଧାର ହୋଇଛନ୍ତି। ତାଙ୍କର ଏକ ପୁରୁଣା ଘର ଭିତରେ ସାପ ବୁଲୁଥିବାଦେଖି ସ୍ନେକ ହେଲପ ଲାଇନକୁ…