ଧୀରେ ଧୀରେ ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି, ଏବେ ବି ଜାରି ରହିଛି ୧୬୩ ଧାରା
ଭଦ୍ରକ : ଧୀରେ ଧୀରେ ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି । କିନ୍ତୁ ଏବେ ବି ଜାରି ରହିଛି ୧୬୩ ଧାରା । କଟକଣା ଜାରି ଅଞ୍ଚଳରେ ରାତି ୮ଟା ପର୍ଯ୍ୟନ୍ତ ଖୋଲୁଛି ଦୋକାନ ବଜାର । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ପ୍ରଥମେ ଧାମନଗର ଓ ପରେ ଭଦ୍ରକ ପୁରୁଣା ବଜାର ଅଞ୍ଚଳ ବୁଲି ସ୍ଥିତି…