Odisha News
.
Browsing Tag

bhadrak

ଭଦ୍ରକ: ଚାକିରି ଦେବା ନାଁରେ ମହା ଠକେଇ, ଜମି ଅଧିଗ୍ରହଣଠାରୁ ନିଯୁକ୍ତି ପର୍ଯ୍ୟନ୍ତ ବ୍ୟାପକ ଜାଲିଆତି

ଚାକିରି ଦେବା ନାଁରେ ମହାଠକେଇ । ଭଦ୍ରକ ବାସୁଦେବପୁର ପୌରପାଳିକା ସ୍ଥିତ ବଂଶୀପାଟଣା କଳ୍ପତରୁ ସାଂସ୍କୃତ ମହାବିଦ୍ୟାଳରେ ଜାଲିଆତିର ଚିତ୍ର ସାମ୍ନାକୁ ଆସିଛି । ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହେଇଛି । ଏହି ଜାଲିଆତି ଘଟଣାରେ…

ଇଦ୍‌ ପୂର୍ବରୁ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ବ୍ୟାପକ ପଦକ୍ଷେପ

ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌ ଉଲ୍‌ ଜୁହା ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ ଭଦ୍ରକ ସମେତ ଧାମନଗରରେ ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚଳିତ ଥର ସହରର ବିଭିନ୍ନ ସ୍ଥାନରେ ୨୨ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏଥିସହ ୪ଜଣ ଅତିରିକ୍ତ ଏସ୍‌ପି, ୪ଜଣ ଡିଏସ୍‌ପି, ୧୫ଜଣ…

ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ, ପ୍ରତିବାଦରେ ବିକ୍ଷୋଭ କଲା ଭଦ୍ରକ ଜିଲ୍ଲା…

ବିଧାନସଭାରେ ମୁସଲିମ ମହିଳାଙ୍କ ପ୍ରତି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟର ତୀବ୍ର ବିରୋଧ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । ଏନେଇ କଂଗ୍ରେସ କର୍ମୀ ଓ ମୁସଲିମ ସଂପ୍ରଦାୟର ଲୋକ ବିକ୍ଷୋଭ କରିଛନ୍ତି । ସେମାନେ ମଦିନା ମଇଦାନ ଠାରୁ ବାଇକ ଶୋଭାଯାତ୍ରାରେ ବାହାରି ସହର…

ଭଦ୍ରକ: ଦୁର୍ବଳ ନଦୀ ବନ୍ଧ ପାଇଁ ଆତଙ୍କିତ ଅବସ୍ଥାରେ ଧାମନଗର ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍): ବର୍ଷାଦିନ ଆସିଲାଣି । ଏବେ ଦୁର୍ବଳ ନଦୀବନ୍ଧ ଓ ସମ୍ଭାବ୍ୟ ବନ୍ୟାକୁ ନେଇ ଚିନ୍ତାରେ ନଈକୂଳିଆ ଲୋକେ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଇ ପ୍ରବାହିତ ହେଉଛି କୋଚିଲା ନଦୀ । ଗତବର୍ଷ ବନ୍ୟା ପରେ ଏହି ନଦୀର ବାମ ଓ ଡାହାଣ ପାର୍ଶ୍ୱ ବନ୍ଧ ଦବି ଯାଇଛି । ହେଲେ ଏ ପର‌୍ୟ୍ୟନ୍ତ…

ଭଦ୍ରକରେ ଧରାଯାଇଛି ବିରଳ ମାଛ, ଯାହାର ଦାମ୍ ଦେଢ଼ ଲକ୍ଷ

ଭଦ୍ରକ(କେନ୍ୟୁଜ୍) : ମାଛର ଦାମ୍ ଦେଢ଼ ଲକ୍ଷ। କିଲୋ ଛଅ ହଜାର ଟଙ୍କା। ଭଦ୍ରକ ଜିଲ୍ଲା ଧାମରା ଚନ୍ଦିନିପାଳ ମାଛଧରା କେନ୍ଦ୍ରରେ ଏମିତି ବିରଳ ପ୍ରଜାତିର ମାଛ ଧରାଯାଇଥିଲା, ଯାହାର ଦାମ୍ କିଲୋ ପ୍ରତି ୬ ହାଜରରୁ ଅଧିକ ଟଙ୍କାରେ ବିକ୍ରି ହୋଇଛି। ଏମିତି ୧୦ଟି ମାଛ ଧରିଥିଲେ ମତ୍ସ୍ୟଜୀବୀ। ଗୋଟିଏ…

ଚାନ୍ଦବାଲି : ହଜିବାକୁ ବସିଲାଣି ଚନ୍ଦନ ଯାତ୍ରାର ମହକ

ଭଦ୍ରକ ଜିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠ । ଏଠାରେ ଚନ୍ଦନ ଯାତ୍ରା ବେଶ୍ ଯାକଯମକରେ ପାଳନ କରାଯାଏ । ପୂର୍ବରୁ ଏହି ପର୍ବକୁ ଉପଭୋଗ କରିବାକୁ ଭକ୍ତଙ୍କ ଭିଡ଼ ଲାଗୁଥିଲା । ହେଲେ ଏବେ ଚନ୍ଦନ ଯାତ୍ରା ତାର ଆକର୍ଷଣ ହରାଇଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ ସେବାୟତମାନେ ।…

ଭଦ୍ରକରେ କୁଆପଥର ବର୍ଷା

ଭୁବନେଶ୍ବର : ରାଜ୍ୟର କିଛି ଅଞ୍ଚଳରେ ଭିଷଣ ଖରା ହେଉଥିବା ବେଳେ କିଛି ଅଞ୍ଚଳରେ ଦେଖିବାକୁ ମିଳିଛି କୁଆପଥର ବର୍ଷ। କିଛି ସମୟ ପୂର୍ବେ ଭଦ୍ରକର ବାସୁଦେବପୁରରେ କୁଆପଥର ବର୍ଷା ଦେଖିବାକୁ ମିଳିଛି। ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ । ଗତକାଲି ଭୁବନେଶ୍ୱର ପାଲଟିଥିଲା ଦେଶର ସବୁଠୁ…

ଭଦ୍ରକ ବାସୁଦେବପୁର ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ବାଲି ମାଫିଆଙ୍କ ମାଡମରା ଘଟଣାର ପ୍ରତିବାଦ

ବାସୁଦେବପୁର (କେନ୍ୟୁଜ୍) : ଭଦ୍ରକ ବାସୁଦେବପୁର ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ବାଲି ମାଫିଆଙ୍କ ମାଡମରା ଘଟଣାକୁ ରାଜସ୍ୱ ସେବା ସଂଘ ଓ ପ୍ରଶାସନିକ ସେବା ସଂଘର କଡ଼ା ପ୍ରତିବାଦ । ଏ ନେଇ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ୭ଟି ତହସିଲରର ତହସିଲଦାର, ଅତିରିକ୍ତ ତହସିଲଦାର ଓ ରାଜସ୍ୱ…

ଶେଷ ହେଲା ଭଦ୍ରକ ଜିଲ୍ଲାର ୨୦୦ବର୍ଷ ପୁରୁଣା ଅଁଳାଶୁଣୀଙ୍କ ଯାତ୍ରା

ଶେଷ ହେଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଁଳାଶୁଣୀଙ୍କ ଯାତ୍ରା । ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୨ଶହ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ପର୍ବ ପାଳିତ ହୋଇଆସୁଛି । ପ୍ରତିବର୍ଷ ମକର ପର୍ବ ଅବସରରେ ୭ ଦିନ ଧରି ପାଳନ ହୋଇଥାଏ ଅଁଳାଶୁଣୀଙ୍କ ଯାତ୍ରା । ଏନେଇ ମା’ ଅଁଳାଶୁଣୀଙ୍କ ପୀଠରେ ଭକ୍ତଙ୍କ ଭିଡ…

ସ୍ବାମୀଙ୍କୁ ଗିରଫ କରିବାରୁ , ଗାଡି ଆଗରେ ବସିଲେ ମହିଳା

ଭଦ୍ରକ(କେନ୍ଯୁଜ୍) :ଭଦ୍ରକ ବାସୁଦେବପୁର ଜେଏମ୍‌ଏଫସି କୋର୍ଟ ପରିସରରେ ଅଭାବନୀୟ ସ୍ଥିତି। ଅବକାରୀ ବିଭାଗର ଗାଡି ଆଗରେ ବସି ରହିଲେ, ଜଣେ ମହିଳା। ଅବକାରୀ ବିଭାଗ କର୍ମଚାରୀ ବାସୁଦେବପୁର ବ୍ଲକ ବଛଦା ଗାଁରୁ ବିପୁଳ ପରିମାଣର ମଦ ସହ ପ୍ରଶାନ୍ତ ପଣ୍ଡା ଓ ବିକାଶ ବାରିକଙ୍କୁ ଗିରଫ କରିଥିଲା।…

ମଦ ବେପାରୀଙ୍କ ଉପରେ ବର୍ଷିଲେ ମହିଳା, ଗୋଡ଼ାଇ ଗୋଡ଼ାଇ ପିଟିଲେ

ଭଦ୍ରକ(କେନ୍ଯୁଜ୍) :  ଦିନକୁ ଦିନ ଦେଶରେ ନିଶା ଦ୍ରବ୍ଯ ବଢ଼ୁଥିବା ବେଳେ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। କିଛି ଲୋକ ଏହାକୁ ଆଇନ ଅଧିନରେ କରୁଥିବା ବେଳେ କିଛି ଏହାର ବେଆଇନ୍ ବ୍ଯବସାୟ କରୁଛନ୍ତି। ତେବେ ମଦ ବେପାରୀକୁ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି ସ୍ଥାନୀୟ ମହିଳା । ଭଦ୍ରକ ଜିଲ୍ଳା…

ଦୁଷ୍ମର୍ମ ଅଭିଯୁକ୍ତର ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା

ଭଦ୍ରକ :ଦୁଷ୍ମର୍ମ ଅଭିଯୁକ୍ତର ଆତ୍ମହତ୍ୟା ।ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶେଷରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଧାମନଗର ଥାନା ବାଲିଚତୁରି ଗାଁରେ । ବିଷ୍ଣୁ ମୋହନ ପାତ୍ର ନାମକ ଯୁବକ ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା…