Browsing Tag

bhadrak

ଶ୍ୟାମସୁନ୍ଦରପୁର ପଂଚାୟତର ତାଳଡୁମୁକା ଗାଁରେ ଶିଆଳ ଆତଙ୍କ, ୮ ଆହତ

ଚାନ୍ଦବାଲି (କେନ୍ୟୁଜ) : ଗାଁରେ ଶିଆଳ ଆତଙ୍କ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତର ତାଳଡୁମୁକା ଗାଁରେ ଶିଆଳ ମାତିଛି । ଶିଆଳ କାମୁଡ଼ାରେ ତାଳଡୁମୁକା ଗାଁର ବିଭିନ୍ନ ସାହିରେ ଆଠ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ…

ଗରିବ ଲୋକଙ୍କୁ ମିଳୁନି ଆବାସ ଘର, କିନ୍ତୁ ଅନ୍ୟମାନେ ବାରମ୍ବାର ଉଠାଉଛନ୍ତି ଯୋଜନାର ଲାଭ

ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକ ଯେଉଁ ମାନେ ଅର୍ଥ ଅଭାବରୁ କଚ୍ଚା ଓ ଚାଳ ଛପର ଘରେ ରହୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାର ନିୟମାବଳୀ କରିଛନ୍ତି । କିନ୍ତୁ ସେ ସବୁ ନିୟମକୁ ବେଖାତିର କରି ଆବାସ…

ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୫ ବଖରା ଦୋକାନ ଘର

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରଥପଦା ମାର୍କେଟରେ ଅଗ୍ନିକାଣ୍ଡ। ଜଳିଗଲା ୧୫ ବଖରା ଦୋକାନ ଘର। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ତେବେ ନଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ହଠାତ୍…

ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିଲା କାର୍‌: ୨ ମୃତ, ୨ ଗୁରୁତର

ଭଦ୍ରକ (କେନ୍ୟୁଜ): ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ ୨ମୃତ ୨ ଗୁରୁତର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ କାରଟି ବିଦ୍ୟୁତ ଖୁଣ୍ଟକୁ ପିଟିଥିଲା । ୨ ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି…

ଆଉ ଦୁଇ ଦିନ ପରେ ସରିବ ଭଦ୍ରକ ପ୍ରସିଦ୍ଧ କାଳୀ ପୂଜା, ଶେଷଥର ପାଇଁ ଦର୍ଶନ ନେବାକୁ ଲାଗୁଛି ଭକ୍ତଙ୍କ ଗହଳି

ଜମୁଛି ଓଡିଶା ପ୍ରସିଦ୍ଧ ଐତିହାସିକ ଭଦ୍ରକ କାଳୀପୂଜା ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼.. ଦିନ ଅପେକ୍ଷା ରାତ୍ରିର କାଳୀପୂଜା ର ମାହୋଲ ଟିକେ ଭିନ୍ନ. ସବୁଠି ସୁଉଚ ତୋରଣ ସାଙ୍ଗକୁ ରାତ୍ରିର ଅଲୋକ ସଜା ପୂଜାର ମାହୋଲ କୁ ଦିଗୁଣିତ କରିଛି. ଦର୍ଶକ ମାନେ ପୂଜା ମଣ୍ଡପ ରେ ମା କାଳୀ ଙ୍କୁ ଦର୍ଶନ କରିବା…

ଆଜିଠୁ ମା ଭଦ୍ରକାଳୀ ସପ୍ତ ମାତୃକା ବେଶରେ ଦେବେ ଦର୍ଶନ

ପବିତ୍ର ଦୀପାବଳି ଓ କାଳୀପୂଜା ପାଇଁ ଉତ୍ସବ ମୁଖର ଭଦ୍ରକ ସହର ।ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ଆଜି ଠାରୁ ଆରମ୍ଭ ହେଲା ସପ୍ତ ମାତୃକା ବେଶ । ଆଜି ମା ଭଦ୍ରକାଳୀ ବେଦ ମାତା ବେଶ ରେ ଭକ୍ତ ଜନ ଙ୍କୁ ଦର୍ଶନ ଦେଉଛନ୍ତି । ତେଣୁ ପୀଠ ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି । ସେହିପରି…

ବାପାର ଚିକିତ୍ସା ପାଇଁ ୩୫ କିଲୋମିଟର ଟ୍ରଲି ଭିଡିଲା ଝିଅ

ଭଦ୍ରକ(କେନ୍ୟୁଜ୍):  ବାପାର ଚିକିତ୍ସା ପାଇଁ ୩୫ କିଲୋମିଟର ଟ୍ରଲି ଭିଡିଲା ଝିଅ।  ବାପା ପାଇଁ ଝିଅଟିଏ କଣ ନକରିପାରେ ? ମା ପରି ସବୁ କିଛି ଦାୟିତ୍ବ ନେଇପାରେ। ଏମିତିକି ବାପା ରୋଗ ବିଛଣାରେ ପଡିଥିଲେ ପ୍ରଥମେ ଝିଅଟିର ଅନ୍ତର କାନ୍ଦି ଉଠେ । ଏଥିପାଇଁ ତ ବାପା ଝିଅ ସମ୍ପର୍କ ସବୁଠାରୁ ନିଆରା।…

ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବ ପୂର୍ବରୁ ଭଦ୍ରକ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଭଦ୍ରକ : ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ ଉତ୍ସବକୁ ଭଦ୍ରକରେ ଶାନ୍ତି ଶୃଙ୍ଖଲାର ସହିତ କିପରି ପାଳନ କରାଯିବ ସେଥିପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଆଜି ଠାରୁ ଭଦ୍ରକ ସହରରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି । ଏହା…

ଭୁଲ ବିଚାର କରି ପକ୍ଷପତିତା କରିବାରୁ ପୋଲିସ ଗାଡିକୁ ଅଟକାଇଲେ ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍): ପୋଲିସ ଗାଡିକୁ ଅଟକାଇଲେ ଗ୍ରାମବାସୀ । ଦୀର୍ଘ ସମୟ ଧରି ହଟହଟା ହେଲା ପୋଲିସ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୁଡାମଣି ଘାଟ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ନୂଆଗାଁ ଅଞ୍ଚଳର କିଛି ମତ୍ସ୍ୟଜୀବୀ କଶାଫଳଠାରେ ମା ଲକ୍ଷ୍ମୀ ବୋଟରେ କାମ…

ମଝି ରାସ୍ତାରେ ତଳି ରୋଇଲେ ଗ୍ରାମବାସୀ, ଗାଁକୁ ଆମ୍ବୁଲାନ୍ସ ଆସିବା ସାତ ସପନ

କାଦୁଅ ରାସ୍ତାରେ ଧାନ ତଳି ରୋଇଛନ୍ତି ଗାଁ ଲୋକେ । କେତେ ବା ଆଉ ଧୈର୍ଯ୍ୟ ଧରିବେ । ରାସ୍ତା ନଥିବାରୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ସ୍କୁଲ ପିଲା ପାଠ ପଢ଼ିବା ପାଇଁ ସାଇକେଲ ଗଡ଼େଇ ଗଡ଼େଇ ସ୍କୁଲ ଯାଉଛନ୍ତି । ସରକାର ଗାଁ ଲୋକଙ୍କ ସୁବିଧା ପାଇଁ କେତେ କଣ ଯୋଜନା କରୁଛନ୍ତି ।…

୧୦ ଦିନ ବିତି ଗଲାଣି କିନ୍ତୁ ମିଳୁନି ପୁଅ, କାନ୍ଦି କାନ୍ଦି ପାଗଳି ହେଲାଣି ମା’

୧୦ ଦିନ ବିତି ଗଲାଣି । ଘରେ ଚୁଲି ଜଳୁନି । ଖିଆ ପିଆ ସବୁ ବନ୍ଦ । ମା’ କାନ୍ଦି କାନ୍ଦି ତା ଆଖିରୁ ଲୁହ ଶୁଖୁନି । ପୁଅ ପୁଅ କହି ପାଗଳି ହେଇଗଲାଣି ମା’ । ୧୦ ଦିନ ହେବ ପୁଅ ନିଖୋଜ ହୋଇଯାଇଛି । ନିଖୋଜ ହେବା ଦିନ ସାଇକେଲ ନେଇ ଘରୁ ବାହାରି ଯାଇଥିଲା ପୁଅ । କିନ୍ତୁ ବହୁତ ସମୟ ବିତି ଯାଇଥିଲେ…

ପାରିବାରିକ କଳହ ବିବଶ କଲା: ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ

ଭଦ୍ରକ(କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି। ବେକରେ ଶଢୀ ଲଗାଇ ଝୁଲିପଡିଲେ ତିହିଡି ଥାନାର କନେଷ୍ଟବଳ। ଆତ୍ମହତ୍ୟା କରିଥିବା କନେଷ୍ଟବଳ ହେଉଛନ୍ତି ତୋଫାନୀ ପା। ସେ ସରକାରୀ ବାସଭବନରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଘଟଣା ବିଷୟରେ ଜାଣିବା ପରେ ତିହିଡି ପୋଲିସ ତଦନ୍ତ…