ସୋନିଆ ଗାନ୍ଧିଙ୍କୁ ମହମ୍ମଦ ମୋକିମ୍ ଚିଠି ଲେଖିବା ପ୍ରସଙ୍ଗ, ମୁହଁ ଖୋଲିଲେ ଭକ୍ତ ଦାସ
ଭୁବନେଶ୍ୱର : ବିଜେପି ସହ ଯେଉଁମାନେ ଅଛନ୍ତି ସେମାନେ ବିଜେପିକୁ ଚାଲିଯିବା ଉଚିତ । ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମ ଚିଠି ଲେଖିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଦାସ । ଯେଉଁମାନେ ବିଜେପି…