ଦାସିଆ ପୀଠର ରହସ୍ୟମୟ ପୋଖରୀ, ପୋଖରୀରେ ନାହାନ୍ତି ଗେଣ୍ଡା ଶାମୁକା
ସେ ତ ଭାବର ଠାକୁର କାଳିଆ । ଭାବ ବିନା ତାଙ୍କୁ ସହଜରେ ପାଇ ହୁଏ ନାହିଁ । ଭକ୍ତ ଆଉ ଭଗବାନଙ୍କ ମଧ୍ଯରେ ସମ୍ପର୍କ ଯୁଗେ ଯୁଗେ ରହି ଆସିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ଭକ୍ତ ରହିଛନ୍ତି ସେହି ଭକ୍ତମାନଙ୍କ ମଧ୍ଯରେ ଜଣେ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ ବାଉରୀ । ତାଙ୍କ ନାଁ ଶୁଣିବା…