Browsing Tag

Bhanjanagar

ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲେ, ଚାଲିଗଲା ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଜୀବନ

ଭଞ୍ଜନଗର: ଭଞ୍ଜନଗରରେ ଘଟିଛି ବଡ଼ ଅଘଟଣ । ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲେ ହେଲେ ଜୀବନ ଚାଲିଯିବ ବୋଲି ଜାଣିନଥିଲେ । ଏକଥା ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା ବେଳେ ଭଞ୍ଜନଗର ଟିପିଏସଓଡିଏଲ୍ ର ଜଣେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।…

ପୌରପରିଷଦ ଅଧ୍ୟକ୍ଷଙ୍କ ଘର ନିକଟରେ ବୋମାମାଡ଼, ସିସିଟିଭି କ୍ୟାମେରାରୁ ଯୁବକଙ୍କୁ ଚିହ୍ନଟ କରିଛି ପୋଲିସ

ଭଞ୍ଜନଗର: ଭଞ୍ଜନଗରରେ ବୋମାମାଡ଼ । ପୌରପରିଷଦ ଅଧ୍ୟକ୍ଷଙ୍କ ଘର ନିକଟରେ ବୋମାମାଡ଼ ହୋଇଛି । ଗତକାଲି ରାତିରେ ୪ଟି ବାଇକରେ ୭ ରୁ ୮ ଜଣ ଯୁବକ ଆସି ବୋମାମାଡ଼ କରି ଫେରାର ହୋଇଛନ୍ତି । ସେତେବେଳକୁ ପୌରପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଘରେ ନଥିଲେ । ପରିବାରର ଅନ୍ୟ ସଦସ୍ୟ ଘରେ ଥିଲେ । ତେବେ…

ଠାକୁରାଣୀ ଯାତ୍ରାରେ କାଳବୈଶାଖୀ ପ୍ରଭାବ, ଭାଙ୍ଗିଲା ଦୁଇଟି ବଡ଼ବଡ଼ ତୋରଣ

ଭଞ୍ଜନଗର: ଠାକୁରାଣୀ ଯାତ୍ରାରେ କାଳବୈଶାଖୀ ପ୍ରଭାବ । ବର୍ଷାରେ ଭିଜିଭିଜି ନଗର ଭ୍ରମଣ କଲେ ଠାକୁରାଣୀ । ଦୀର୍ଘ ଦେଢଘଣ୍ଟା ଧରି ବର୍ଷାରେ ଭିଜିଲା ଯାତ୍ରାପଡିଆ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ମେଲୋଡି ମଞ୍ଚ । ବର୍ଷା-ପବନରୁ ତ୍ରାହି ପାଇବାପାଇଁ ଦୌଡିଲେ ହଜାର ହଜାର ଜନସାଧାରଣ । ଏଭଳି…

କାଳବୈଶାଖୀ ବର୍ଷା ପବନରେ ଗଲା ୨ ଜୀବନ , ବାଉଁଶକୁମ୍ଭ ତଳେ ଚାପି ହୋଇ ଶାଶୁ ଓ ଵୋହୁ ମୃତ

ଭଞ୍ଜନଗର : କାଳବୈଶାଖୀ ବର୍ଷା ପବନରେ ଗଲା ୨ ଜୀବନ । ବର୍ଷା ପବନ ଯୋଗୁଁ ବାଉଁଶକୁମ୍ଭ ତଳେ ଚାପି ହୋଇଥିଲେ ଦୁଇ ମହିଳା ତଥା ଶାଶୁ ଓ ଵୋହୁ । ଭଞ୍ଜନଗର ଥାନା ଅନ୍ତର୍ଗତ ମୁଦୁଲିପଲ୍ଲୀ ଗାଁ ନିକଟର  ଏଭଳି ଘଟଣା ଦେଖିବାକୁ ମିଳିଛି  । ବର୍ଷା ଯୋଗୁଁ  ଉଭୟ  ସେଠାରେ ଆଶ୍ରୟ ନେଇଥିଲେ  ।  ହଠାତ୍…

ଘରୋଇ କଳିରୁ ମହାଭାରତ, ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ବାମୀ

ଭଞ୍ଜନଗର: ଘରୋଇ କଳିରୁ ମହାଭାରତ । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ସ୍ବାମୀ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ, ଖଇରପୁଟି ଗାଁରେ ଘଟିଛି ଏଭଳି ଘଟଣା । ସ୍ବାମୀ ସଞ୍ଜୟ ବିଷୋୟୀଙ୍କୁ ଥାନାରେ ଅଟକ ରଖି…

ଭଞ୍ଜନଗରରେ ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ସେପଟେ କଳାସୂତା ଗାଁରେ ଜୀବନ ହାରିଲେ ସ୍ବାମୀ-ସ୍ତ୍ରୀ

ଭଞ୍ଜନଗର : ବାପ-ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜିଲ୍ଲା କୋଟିନଡ଼ା ଥାନା ଜୟପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ବାପା, ଦୁଇ ପୁଅ ଓ ଦୁଇ ସହଯୋଗୀଙ୍କୁ କୋଡି-ବେଣ୍ଟରେ ଆକ୍ରମଣ ହୋଇଛି । ସମସ୍ତ ୪ ଆହତଙ୍କୁ ଉଦ୍ଧାର କରି, ପ୍ରଥମେ ଆସିକା ମେଡିକାଲ ଏବଂ ପରେ ବ୍ରହ୍ମପୁର ମେଡ଼ିକାଲକୁ…

ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣା, ୧୦ ଗିରଫ

ଭଞ୍ଜନଗର: ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣା, ୧୦ ଗିରଫ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ବେଲପୁଞ୍ଜି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୟସ୍କ ବ୍ୟକ୍ତିଙ୍କ ହାତବାନ୍ଧି, ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ । ଆହତ ବ୍ୟକ୍ତି ଚଢିଆପଲ୍ଲୀ ଗାଁ ଢେପସାହିର ଗୋପାଳକୃଷ୍ଣ ସେଠୀ । ସେ ଜଣେ…

ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସାରା ଓ ବବିତା

ଭଞ୍ଜନଗର:  ନାରୀ ….. । କେବେ ସେ ଜନନୀ, କେବେ ଜାୟା, ଏବଂ ଭଗିନୀ । ପୁଣି କେବେ ସେ ସର୍ବଂସହା ତ, କେବେ ସେ ନାରାୟଣୀ । ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ପରିଚୟ ତା’ର । ସୃଷ୍ଟି ଆରମ୍ଭରୁ ସବୁବେଳେ ସେ, ବନ୍ଦନୀୟ । ତଥାପି ସେମାନଙ୍କୁ ମନେ ପକାଇବା ପାଇଁ ସ୍ବତନ୍ତ୍ର ଦିନଟିଏ ରହିଛି ।…

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ୩ ଆରଆଇଙ୍କୁ ପଚରାଉଚରା କରୁଛି ଟିମ୍

ଭଞ୍ଜନଗର : ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର । ଫାଇନ ଆଦାୟ ବେଳେ ଚଞ୍ଚକତା କରି ଧରାପଡ଼ିଲେ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ତହସିଲର ଅତିରିକ୍ତ ତହସିଲଦାର କବିରାଜ ସେଠୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବାଲି ଗାଡ଼ିରୁ ୪୦ ହଜାର ଟଙ୍କା ଫାଇନ୍ ଆଦାୟ କରିବା ବାବଦରେ ଚଞ୍ଚକତା…

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତ ଦେହ ରଖି ଦୁଇ ଘଣ୍ଟା ରାସ୍ତା ରୋକ

ଭଞ୍ଜନଗର: ମୃତ ଦେହ ରଖି ଦୁଇ ଘଣ୍ଟା ରାସ୍ତା ରୋକ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗାଁରେ ଉତ୍ତେଜନା । ଗତ ୨୯ ତାରିଖରେ ଅଜଣା ଗାଡ଼ି ଧକ୍କାରେ ଗୁଡିଆମ୍ବା ଗାଁର ଅଚ୍ୟୁତାନନ୍ଦ ସାହୁ ଗୁରୁତର ଆହତ ହୋଇଥିଲେ । ପରେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ସାମାନ୍ୟ ବଚସାରୁ ନୃଶଂସ କାଣ୍ଡ, ଫାଷ୍ଟଫୁଡ଼ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା

ଭଞ୍ଜନଗର : ସାମାନ୍ୟ ବଚସାରୁ ନୃଶଂସ କାଣ୍ଡ । ଫାଷ୍ଟଫୁଡ଼ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା । ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଗାଁ ନିକଟରେ ଘଟିଛି ଅଘଟଣ । ମୃତ ବ୍ୟବସାୟୀ ହରେକୃଷ୍ଣ ସ୍ବାଇଁ । ଗତକାଲି ଜଣେ ଯୁବକ ହରେକୃଷ୍ଣଙ୍କ ଦୋକାନକୁ ଆସିଥିବାବେଳେ ମାଡ଼ ମାରି ଲହୁଲୁହାଣ…

ଭଞ୍ଜନଗର ପୋଲିସର ଅଭିନବ ପ୍ରୟାସ, ହଜି ଯାଇଥିବା ମୋବାଇଲ ଫେରି ପାଇଲେ ହିତାଧିକାରୀ

ଭଞ୍ଜନଗର: ଭାବିନଥିଲେ ହଜି ଯାଇଥିବା ନିଜର ଦାମୀ ମୋବାଇଲ୍ ଏତେ ସହଜରେ ଫେରି ପାଇବେ ବୋଲି । ଆଉ ଏବେ ହଜି ଯାଇଥିବା ମୋବାଇଲ ଫେରି ପାଇବା ପରେ, ହିତାଧିକାରୀଙ୍କ ଖୁସି କହିଲେ ନସରେ । ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ଥାନା ପରିସରର ଦୃଶ୍ୟ । ସଜେଇ ହୋଇ ରହିଥିବା ମୋବାଇଲ୍ ଗୁଡିକୁ…