Browsing Tag

Bhanjanagar

ଆଜି ବିଶ୍ୱ ନାଟ୍ୟ ଦିବସ: ବଞ୍ଚି ରହିବାକୁ ମଞ୍ଚ ନାଟକର ସଂଘର୍ଷ

ଭଞ୍ଜନଗର (କେନ୍ୟୁଜ): ଗାଁ ଠୁ ସହର, ସହରରୁ ରାଜଧାନୀ । ମନୋରଞ୍ଜନ କଥା ଆଲୋଚନା ହେଲେ, ପ୍ରଥମେ ମନକୁ ଆସେ “ମଞ୍ଚ ନାଟକ”ର କଥା । ସେ “ଏକମୁଖୀ ରଙ୍ଗମଞ୍ଚ” ହେଉ କି’ “ଖୋଲା ରଙ୍ଗମଞ୍ଚ” । ଅବଶ୍ୟ ଆଜିର ଦିନରେ, ଏହି ମଞ୍ଚ ନାଟକର ତରିକା ବଦଳିଛି । ଆଧୁନିକରୁ ଅତ୍ୟାଧୁନିକ ହୋଇଛି । ସିନେମା,…

ଗାଁରେ ବୁଲୁଛି ବାଘ, ଗୋଠରୁ ଟାଣିନେଲା ୩ ଟି ଗାଈ

ଭଂଜନଗର (କେନ୍ୟୁଜ୍‌) : ଗାଁ ଲୋକଙ୍କୁ ଘାରିଛି ବାଘ ଭୟ । ସନ୍ଧ୍ୟା ହେଲେ ଘର ତାଟି କବାଟ ପଡ଼ି ଯାଉଛି । କାହିଁକି ନା ଗାଁରେ ବୁଲୁଛି ବାଘ । ଭୟଭୀତ ଅବସ୍ଥାରେ ଅଛନ୍ତି ଗାଁ ଲୋକେ । ଦିନ ବେଳେ ତ କୌଣସି ପ୍ରକାରେ ବଞ୍ଚି ଯାଉଛନ୍ତି କିନ୍ତୁ ରାତି ହେଲେ ଲୋକଙ୍କୁ ଘାରୁଛି ବାଘ ଭୟ । ଜଙ୍ଗଲ…

ଆଜି ବି ଲୋକଙ୍କ ଛାତି ଥରାଉଛି ସେଦିନର ସେହି ଲୋମ ଟାଙ୍କୁରା ଘଟଣା, ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ପୋଲିସ୍…

ଭଞ୍ଜନଗର (କେନ୍ୟୁଜ): ଆଜି ବି ସେଦିନର କଥା ମନେ ପଡ଼ିଲେ ଦେହ ଥରି ଉଠେ । ସେଦିନର ସେହି ଲୋମଟାଙ୍କୁରା ଘଟଣା କଥା ମନେ ପଡ଼ିଲେ ଭୟରେ ଛାତି ଥରିଯାଏ । ଆଜକୁ ଠିକ୍‌ ୧୬ ବର୍ଷ ତଳେ ଘଟିଥିଲା ଏମିତି କିଛି ଯାହା ବିଷୟରେ ଜାଣିଲେ ଆପଣ ବି ଶିହରୀ ଯିବେ । ସମଗ୍ର ଦେଶକୁ ଚହଲାଇ ଦେଇଥିଲା ସେଦିନର…

‘ଆବର୍ଜନା ମୁକ୍ତ ସହର’ ଭାବେ ମନୋନୀତ ହୋଇଛି ଭଞ୍ଜନଗର, ପାଇବ ଜାତୀୟ ପୁରସ୍କାର

ସାମଗ୍ରିକ ବିକାଶ ଏବଂ ନିରନ୍ତର ଉଦ୍ୟମ ହିଁ, ସବୁବେଳେ ସକରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ । ଉଦାହରଣ ସ୍ୱରୂପ, ସମ୍ପ୍ରତିକ ସମୟରେ ଜନବସତି ଅଞ୍ଚଳର ପରିମଳ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଆବର୍ଜନା ମୁକ୍ତ କରିବା ପାଇଁ ଆନ୍ତରିକ ପ୍ରୟାସ ହିଁ ଏକ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦେଇଥାଏ । ଯାହାର ଫଳ…

ଗଞ୍ଜାମ ପଞ୍ଚଭୂତି ନିକଟରେ ହୁତୁ ହୁତୁ ହୋଇ ଜଳିଗଲା କାର, କେହି ମୃତାହତ ହୋଇନଥିବା ସୂଚନା

ଭଞ୍ଜନଗର(କେନ୍ୟୁଜ୍): ଚଳନ୍ତା କାରରେ ନିଆଁ । ହୁତୁ ହୁତୁ ହୋଇ ଜଳିଗଲା କାର। ଗଞ୍ଜାମ ଜିଲ୍ଲା ପଞ୍ଚଭୂତି ନିକଟରେ ଏହି ଘଟଣା ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । କାରଟି ଭୁବନେଶ୍ବରରୁ ଭଞ୍ଜନଗର ଯାଉଥିଲା । ଏତିକିବେଳେ କାରରେ ହଠାତ୍ ନିଆଁ ଲାଗିଥିଲା । ଏହାପରେ…

ଭଞ୍ଜନଗରରେ ପୁଣି ପୂର୍ବ ଶତ୍ରୁତାରୁ ଆକ୍ରମଣ: ଖଣ୍ଡାଚୋଟରେ ଶଳା ଭିଣୋଇଙ୍କ ମୃତ୍ୟୁ

ଭଞ୍ଜନଗର(କେନ୍ୟୁଜ୍):  ପୂର୍ବ ଶତ୍ରୁତାରୁ ଆକ୍ରମଣ । ଖଣ୍ଡାଚୋଟରେ ଶଳା ଭିଣୋଇଙ୍କ ମୃତ୍ୟୁ। ଦୁଇ ମୃତକ ହେଲେ ଭିଣୋଇ ମିଥୁନ ଭୂୟାଁ ଓ ଶାଳକ ଲିପୁନ ସ୍ବାଇଁ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାରିଝୋଳ ଗାଁ ରେ ହତ୍ୟାକାଣ୍ଡ ଘଟିଛି। ଦୁଇ ମୃତକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ୧୦ରୁ ଅଧିକ…

ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ସ୍ୱାମୀ ମୃତ,

ଭଂଜନଗର(କେନ୍ୟୁଜ):  ବାଇକ୍‌ କୁ ଧକ୍କା ଦେଲା , ଅଜଣା ଗାଡ଼ି । ଫଳରେ ବାଇକ୍‌ ଚାଳାଉଥିବା ସ୍ୱାମୀ ଙ୍କ ମୃତ୍ୟୁ ହୋଇଥିବା ବେଳେ , ସେଥିରେ ବସିଥିବା ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ଭଂଜନଗର ନିକଟରେ ଘଟିଛି ଏଭଳି ଘଟଣା । ମୃତକ ଜଣକ କନ୍ଧମାଳ ଜିଲ୍ଲା , ରାଇକିଆ ଥାନା…

ମାଡ଼ ମାରିଲେ ଲହୁଲୁହାଣ କରି ମାରିଦେଇ ଭିଡ଼ିଓ ଭାଇରାଲ କଲେ, ପୋଲିସ କରୁଛି ତଦନ୍ତ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇରେ ଆଜି ସକାଳୁ ଜଣେ ବ୍ୟକ୍ତିଙ୍କୁ ହତ୍ଯା କରାଯାଇଥିବା ବେଳେ ହତ୍ଯାର ଶିକାର ହୋଇଥିବା ବ୍ଯକ୍ତିଙ୍କ ପରିଚୟ ମିଳିଛି। ମୃତ ବ୍ଯକ୍ତି ଜଣକ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅନ୍ତର୍ଗତ ବାଦୁରାଗଡ ଗ୍ରାମର…

ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ନିଜ ଘରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ମାଲସାହି ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଭଂଜନଗର କ୍ଷୁଦ୍ର ଜଳସେଚନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ନିରଞ୍ଜନ ଗୌଡ । କୌଣସି କାରଣରୁ ନିଜ…

ଆରମ୍ଭ ହୋଇଛି ଭଞ୍ଜନଗରର ପ୍ରସିଦ୍ଧ ମା’ ଠାକୁରାଣୀ ଯାତ୍ରା, ଘଟବୋହି ସହର ପରିକ୍ରମା କରିଥାନ୍ତି ମହିଳା ମାନସିକଧାରୀ

କେନ୍ୟୁଜ୍‌(ବ୍ୟୁରୋ): ସରିଛି ରଙ୍ଗତୁଳୀର ଶେଷସ୍ପର୍ଶ । ସଜେଇ ହୋଇଛି ମାଆଙ୍କ ଘଟ । ଆକର୍ଷଣୀୟ ହୋଇଛି ମୁଖ୍ୟ ଓ ପାର୍ଶ୍ୱ ଦେବୀଙ୍କ ଘଟପ୍ରତିମା । ବିଭିନ୍ନ ଅଳଙ୍କାର ଓ ଫୁଲ ଧାରଣ କରି ମାନସିକ ଧାରୀ ମହିଳା ଭକ୍ତଙ୍କ ସହ ନଗର ଭ୍ରମଣରେ ବାହାରିବେ ମାଆ । ୨୧ଦିନ ବ୍ୟାପି ଚାଲିବ ମାଆଙ୍କ ଏହି…

ଭିନ୍ନ ମୋଡ଼ ନେଲା ବୋହୂ ଟିନାରାଣି ଶ୍ୱଶୁର ଘରକୁ ଯିବା ଘଟଣା, ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ…

ଭଞ୍ଜନଗର(କେନ୍ୟୁଜ୍):ଭିନ୍ନ ମୋଡ଼ ନେଲା ବୋହୂ ଟିନାରାଣି ଶ୍ୱଶୁର ଘରକୁ ଯିବା ଘଟଣା । ଟିନାରାଣୀଙ୍କ ଶ୍ୱଶୁର ଘର ଆଗରେ ଜଗି ରହିଛନ୍ତି ପୋଲିସ। ଗଂଜାମ ତାରାସିଙ୍ଗି ଥାନା ଗାଲେରୀ ଗାଁ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଗାଁରେ ମୁତୟନ ରହିଛନ୍ତି ପୋଲିସ ଫୋର୍ସ । ୪ଟି…

ଧାନଖଳାରେ ଅଗ୍ନିକାଣ୍ଡ: ଜଳିଗଲା ପ୍ରାୟ ୪ ଏକର ଜମିର ଅମଳ

ଭଞ୍ଜନଗର(କେନ୍ୟୁଜ୍): ଧାନଖଳାରେ ଅଗ୍ନିକାଣ୍ଡ । ଜଳିଗଲା ପ୍ରାୟ ୪ ଏକର ଜମିରୁ ଅମଳ ହୋଇଥିବା ଧାନଫସଲ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନୂଆଁଗଡ ଗାଁ ନିକଟରେ ଶନିବାର ରାତିରେ ଘଟିଛି ଏଭଳି ଘଟଣା । ଖଳାରେ ଜମା ହୋଇ ରହିଥିବା ୩ ଜଣ ଚାଷୀଙ୍କ ସମସ୍ତ ଅମଳ-ଧାନ ପୋଡ଼ି ନଷ୍ଟ…