Browsing Tag

bharat bandh

ଆଜି ଭାରତ ବନ୍ଦ: ଟ୍ୱିନ ସିଟିରେ ଗଡ଼ୁନି ଅଖ ଚକ, ସାଧାରଣ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ ବା ଭାରତ ବନ୍ଦ । ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ।  ୧୭ ଦଫା ଦାବିରେ ୧୦ ଟି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ଭାରତ ବନ୍ଦ ଧର୍ମଘଟ ଆନ୍ଦୋଳନ ଡାକରା ଦିଆଯାଇଛି । ଫଳରେ…

ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା

ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନେ ଦେଶବ୍ୟାପୀ ସାଧାରଣ ଧର୍ମଘଟ ବା ଭାରତ ବନ୍ଦରେ ଅଂଶଗ୍ରହଣ କରିବେ । ସାର୍ବଜନୀନ ସେବାଗୁଡ଼ିକରେ ବଡ଼ ଧରଣର ବାଧା ଆଶା…

ଆଜି ଭାରତ ବନ୍ଦ ଡାକରା: ସରକାରୀ କର୍ମଚାରୀଙ୍କୁ ସାଢ଼େ ୯ଟା ୩୦ ସୁଦ୍ଧା ଅଫିସ୍ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ଭାରତ ବନ୍ଦ ଡାକରା । ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ଓ ବିଭିନ୍ନ ଦଳିତ ସଙ୍ଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ସାମିଲ ହୋଇଛି ଏସସି/ ଏସଟି , ଦଳିତ ସଙ୍ଗଠନ ଓ ଆଦିବାସୀ କଲ୍ୟାଣ ସଂଘ । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ…

ଆଜି ୨୧ ଦଫା ଦାବିରେ ଭାରତ ବନ୍ଦ ଡାକରା, ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ

ଭୁବନେଶ୍ୱର (କେନ୍ୟୁଜ): ଆଜି ଦେଶବ୍ୟାପୀ ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା , କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ତରଫରୁ ଏହି ହରତାଳ ଡାକରା ଦିଆଯାଇଛି । ଏହାକୁ କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସହ ଇଣ୍ଡିଆ…

ଅଗ୍ନିପଥ ଯୋଜନା’ର ବିରୋଧରେ ଆଜି ଭାରତ ବନ୍ଦ ଘୋଷଣା, ଆରପିଏଫ୍‌-ଜିଆରପି ହାଇ ଆଲର୍ଟ

ନୂଆଦିଲ୍ଲୀ : ସେନାରେ ଭର୍ତ୍ତି ପାଇଁ ନୂଆ ଯୋଜନା ‘ଅଗ୍ନିପଥ’ ବିରୋଧରେ ଆଜି ଭାରତ ବନ୍ଦ ଘୋଷଣା ହୋଇଛି । ଯୁବଗୋଷ୍ଠୀମାନେ ଠେଙ୍ଗା-ବାଡ଼ି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଦର୍ଶନକାରୀମାନେ ରେଳବାଇକୁ ସର୍ବାଧିକ କ୍ଷତି ପହଞ୍ଚାଇଛନ୍ତି । ଏହି ସମୟରେ ଜୁନ୍ ୨୦ ଅର୍ଥାତ ଆଜି କିଛି ସଂଗଠନ…