ଯାଞ୍ଚ ସମୟରେ ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ଜବତ

ବରଗଡ଼ (କେନ୍ୟୁଜ୍‌): ଗାଡ଼ି ଭିତରୁ ୧୦ ଲକ୍ଷ ଟଙ୍କା ଜବତ । ବରଗଡ଼ ପୋଲିସ ପକ୍ଷରୁ ହଳଦୀପାଲି ଛକ ଠାରେ ଯାଞ୍ଚ ସମୟରେ ଧରାପଡିଲା ୧୦ ଲକ୍ଷ ଟଙ୍କା । ବରପାଲିରୁ ସମ୍ବଲପୁର ଯାଉଥିବା ଏକ ଗାଡ଼ିରୁ ଧରାପଡିଲା ୧୦ ଲକ୍ଷ ଟଙ୍କା । ପୋଲିସ ଟଙ୍କା ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଟଙ୍କା ଧରି ଯାଉଥିବା ବ୍ୟକ୍ତି ସମ୍ବଲପୁର ସହର ସ୍ଥିତ ଗୋପାଲମାଳର ଚୂରାମଣୀ ଦୋରା ବୋଲି ଜଣାପଡ଼ିଛି ।
Read More...

ରାଜ୍ୟ

ଦେଶ ବିଦେଶ

ବ୍ୟବସାୟ ଓ ଅର୍ଥନୀତି

ଲାଇଫ୍ ଷ୍ଟାଇଲ୍

ଟେକ୍

ସ୍ପେଶାଲ

ରାଶିଫଳ

ଦୈନିକ ରାଶିଫଳ: ଜାଣନ୍ତୁ ଆଜି ଆପଣଙ୍କ ରାଶି କ’ଣ କହୁଛି

ମେଷ: ଅନ୍ୟ ଦିନ ଅପେକ୍ଷା ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିଛି ବଡ଼ ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ । ବୃଷ: ଘରେ ଆପଣ ପାରିବାରିକ ସମସ୍ୟା ଶୁଣିବାରେ କିଛି ସମୟ ଅତିବାହିତ କରିବେ । କିଛି ଶୁଭ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି । ଆଜି ସାଙ୍ଗମାନଙ୍କଠାରୁ ଯଥେଷ୍ଟ ସମର୍ଥନ ପାଇବେ । ମିଥୁନ: ବ୍ୟବସାୟରେ ଆପଣ ଏକ ବଡ଼ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା…
Read More...

କ୍ରୀଡା