ଦଶହରା ପାଇଁ କମ୍ପୁଛି କଟକ ସହର, ବାଖରାବାଦରେ ମା’ ଦୁର୍ଗା ନୁହେଁ ପୂଜା ପାଉଛନ୍ତି ଭାରତମାତା
କଟକ : ଦଶହରା ପାଇଁ କମ୍ପୁଛି ଟୁଇନ୍ ସିଟି । ଦୁଇ ସହରରେ ଆଖି ଝଲସାଇବା ଭଳି ତୋରଣ, ମଣ୍ଡପ ଓ ମୂର୍ତ୍ତି । ଭିନ୍ନ ଭିନ୍ନ ଥିମରେ ତିଆରି ହୋଇଛି ସୁଉଚ୍ଚ ତୋରଣ । ପ୍ରତି ମଣ୍ଡପରେ ଅଦ୍ଭୂତ କଳା କାରିଗରୀ । ମାଆଙ୍କ ମୂର୍ତ୍ତି ବି ବେଶ କମନୀୟ । ଏପରିକି କଟକର ସର୍ବତ୍ର ପୂଜା ମଣ୍ଡପରେ ମା…