Browsing Tag

Bharatnatyam dancer

ଭଞ୍ଜକଳା ମଣ୍ଡପରେ ଦୁଃଖଦ ଘଟଣା: ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ ଶ୍ରୀଗଣେଶନ୍‌

ଭୁବନେଶ୍ୱର (କେନ୍ୟୁଜ): ପ୍ରଦୀପ ଜାଳିଲା ବେଳେ ଲିଭିଗଲା ଜୀବନ ଦୀପ। ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ।…