ଭରତପୁର ମାମଲାରେ ନୂଆ ମୋଡ଼, ଭାଇ କଲା ଚାଞ୍ଚଲ୍ୟକର ଖୁଲାସା
ଭୁବନେଶ୍ୱର: ହୋ ହାଲ୍ଲା ପାଟିତୁଣ୍ଡ ତା ସହ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ପରିବେଶ । ଆପଣ ଭାବୁଥିବେ ଘଟଣା କଣ କାହିଁକି ଏ ଘୋ ଘା… କଣ ହୋଇଛି ଏଇଠି ? ଏ ଘଟଣା ହେଉଛି ରାଜଧାନୀ ଭୁବନେଶ୍ବର ଭରତପୁର ଅଞ୍ଚଳର । ଗୋଟିଏ ପଟେ ଝିଅର ମୃତ୍ୟୁ ପାଇଁ ପୁଅ ଘର ଲୋକଙ୍କୁ ଦାୟୀ କରୁଥିବା ବେଳେ…