ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲା, ବଢ଼ିଲା ତଦନ୍ତକାରୀ କମିଶନଙ୍କ କାର୍ଯ୍ୟକାଳ
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ବଢ଼ିଲା ତଦନ୍ତକାରୀ କମିଶନଙ୍କ କାର୍ଯ୍ୟକାଳ । ୭୦ ଦିନ ବଢ଼ିଲା ଜଷ୍ଟିସ ଚିତ୍ତରଂଜନ ଦାସ କମିଶନଙ୍କ କାର୍ଯ୍ୟକାଳ । ଆସନ୍ତା ଜାନୁଆରୀ ୩୧ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ…