Browsing Tag

Bharatpur police station

ଭରତପୁରରେ ପୋଲିସ ASIଙ୍କୁ ମାଡ଼ ଘଟଣାରେ ୨ ଗିରଫ, ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ୱର : ଭରତପୁରରେ ପୋଲିସ ASIଙ୍କୁ ମାଡ଼ ଘଟଣାରେ ୨ ଗିରଫ। ଗିରଫ ୨ ଅଭିଯୁକ୍ତ ମାମା ବେହେରା ଓ ଖଲେଶ୍ବରୀ ବେହେରା । ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି । ଗତ ଗୁରୁବାର ରାତିରେ ଭରତପୁର ଥାନା ରମଣୀ ସାହିରେ ଏକ ଘର ଭଡ଼ା ବିବାଦକୁ ନେଇ ପୋଲିସ ପହଞ୍ଚିଥିଲା ।…

ଭରତପୁର ପୋଲିସ ଉପରେ ଆକ୍ରମଣ ଘଟଣାରେ ୬ ଅଭିଯୁକ୍ତ ଗିରଫ, ୪ ଟି ମାମଲା ରୁଜୁ

ଭୁବନେଶ୍ୱର  : ଭରତପୁର ପୋଲିସ ଉପରେ ଆକ୍ରମଣ ଘଟଣାରେ ୬ ଅଭିଯୁକ୍ତ ଗିରଫ। ପୂରା ଘଟଣାକ୍ରମରେ ୪ ଟି ମାମଲା ରୁଜୁ ହୋଇଛି। ଗତ ରାତିରେ ଭାରତପୁର ଥାନାର ପୋଲିସ କର୍ମଚାରୀ ଓ ପୋଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଥିଲା। ଘର ମାଲିକାନା ହାତେଇବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବିବାଦରୁ…

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ, ଆସନ୍ତା ୨୬ ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କ ଘଟଣାର ସରିଲା ତଦନ୍ତ  । ସେଦିନ ରାତିରେ ଘଟିଥିବା ଘଟଣା ର ଉଭୟ ପକ୍ଷ କମିଶନଙ୍କ ପାଖରେ ରଖିଥିଲେ ସେମାନଙ୍କ ପକ୍ଷ ।  ଜାନୁଆରୀ ପନ୍ଦରରୁ କୋଡିଏ ତାରିଖ ଭିତରେ ଆସିବ ଅନ୍ତିମ ତଦନ୍ତ ରିପୋର୍ଟ । ଆସନ୍ତା ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି…

ଭରତପୁର ଥାନା ହାଜତ ନିର୍ଯାତନା ମାମଲା : ଘଟଣାସ୍ଥଳ ବୁଲିବେ ଜଷ୍ଟିସ ଚିତ୍ତରଂଜନ ଦାସ ତଦନ୍ତ କମିଶନ

ଭୁବନେଶ୍ୱର: ଭରତପୁର ଥାନା ହାଜତ ନିର୍ଯାତନା ମାମଲାରେ ତଦନ୍ତ କମିଶନଙ୍କ ଶୁଣାଣି । ଘଟଣାସ୍ଥଳ ପରିଦର୍ଶନ କରିବେ ଜଷ୍ଟିସ ଚିତ୍ତରଂଜନ ଦାସ ତଦନ୍ତ କମିଶନ । ୧୯ ତାରିଖରେ ଘଟଣାସ୍ଥଳକୁ ଯିବେ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  ଆଜି କମିଶନଙ୍କ ନିକଟରେ ହାଜର ହୋଇଥିଲେ…

ଖୋଲିବ ଭୁବନେଶ୍ବର ଭରତପୁର ଥାନା ଘଟଣାର ରହସ୍ୟ, ଆଜି ହେବ ୫ ପୋଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ବର: ଖୋଲିବ ଭୁବନେଶ୍ବର ଭରତପୁର ଥାନା ଘଟଣାର ରହସ୍ୟ । ଆଜି ଗାନ୍ଧୀନଗର DFSLରେ ହେବ ୫ ପୋଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା । ଗତକାଲି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି । ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିବା ଜଣାପଡିଛି।…

ଭରତପୁର ଥାନା ନିର୍ଯାତନା ମାମଲା, ଆଜିଠୁ ୨୧ ଦିନ ଯାଏ ଚାଲିବ ସତ୍ୟପାଠ ଦାଖଲ ପ୍ରକ୍ରିୟା

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଜିଠୁ ଦାଖଲ ହେବ ସତ୍ୟପାଠ । ମାମଲାରେ ଜଡିତ ସମସ୍ତ ପକ୍ଷ ନିଜ ପକ୍ଷ ଦାଖଲ କରିବେ । ୨୧ ଦିନ ଯାଏ ଚାଲିବ ସତ୍ୟପାଠ ଦାଖଲ ପ୍ରକ୍ରିୟା  । ସତ୍ୟପାଠ ଦାଖଲ ପରେ ସାକ୍ଷ୍ୟ ଗ୍ରହଣ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି।…

ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ, ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଭୁବନେଶ୍ବର : ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ।  ଭୁବନେଶ୍ବର ସର୍କିଟ ହାଉସରେ ବସଥିବା ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଛି ।  କାଲିଠୁ ସତ୍ୟପାଠ ଆହ୍ବାନ କରାଯିବ। ଭରତପୁର ଥାନା ଘଟଣାକୁ ନେଇ ସତ୍ୟପାଠ ଆହ୍ବାନ କରାଯିବ । …

ଭରତପୁର ଥାନା ନିର୍ଯାତନା ମାମଲା: ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ। ତା ସହ…

ନିଲମ୍ବିତ ୫ପୋଲିସ୍ ଅଧିକାରୀଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ, ଆବେଦନ କଲା କ୍ରାଇମବ୍ରାଞ୍ଚ ଟିମ୍

 ଭୁବନେଶ୍ୱର:  ଭୁବନେଶ୍ୱର ଭରତପୁର ଥାନା ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ଚାରି ନିଲମ୍ବିତ ପୋଲସ ଅଧିକାରୀଙ୍କ ହେବ ପାଲିଗ୍ରାଫ ଟେଷ୍ଟ । ଏଥିପାଇଁ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର SDJM କୋର୍ଟରେ ଆବେଦନ କରିଛି । ଅନ୍ୟ ଚାରି ନିଲମ୍ବିତ…

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା, ଆଜି ହେବ ପିଡିତାଙ୍କ ସିନ ରିକ୍ରିଏସନ୍

ଭୁବନେଶ୍ୱର : ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗ୍ରାଉଣ୍ଡ ଜିରୋରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଭରତପୁର ଥାନା ସହ ପଥରଗାଡ଼ିଆରେ ହେବ ତଦନ୍ତ ।…

ଭରତପୁର ଥାନା ମାମଲା: ୧୪ ଦିନରେ ସିସିଟିଭିର କାର୍ଯ୍ୟକାରିତା ନେଇ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲାରେ ଏବେ ଫୋକସରେ ଅତିରିକ୍ତ ଡିଜି ଆଧୁନିକୀକରଣ ଦୟାଲ ଗଙ୍ଗୱାର । ୧୪ ଦିନ ମଧ୍ୟରେ ରାଜ୍ୟର ଥାନା ଓ ଫାଣ୍ଡି ଗୁଡିକର ସିସିଟିଭି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେବଳ ରାଜ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍ ଓ ବାନ୍ଧବୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍ ଓ ବାନ୍ଧବୀ। ଭରତପୁର ଥାନାରେ ଦୁର୍ବ୍ୟବହାର ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କ୍ୟାପଟେନ୍ , ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବାପା । ଲୋକସେବା ଭବନରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସକାରାତ୍ମକ…