Browsing Tag

bharatpur police station case

ଭରତପୁର ଥାନା ହାଜତ ନିର୍ଯାତନା ମାମଲା : ଘଟଣାସ୍ଥଳ ବୁଲିବେ ଜଷ୍ଟିସ ଚିତ୍ତରଂଜନ ଦାସ ତଦନ୍ତ କମିଶନ

ଭୁବନେଶ୍ୱର: ଭରତପୁର ଥାନା ହାଜତ ନିର୍ଯାତନା ମାମଲାରେ ତଦନ୍ତ କମିଶନଙ୍କ ଶୁଣାଣି । ଘଟଣାସ୍ଥଳ ପରିଦର୍ଶନ କରିବେ ଜଷ୍ଟିସ ଚିତ୍ତରଂଜନ ଦାସ ତଦନ୍ତ କମିଶନ । ୧୯ ତାରିଖରେ ଘଟଣାସ୍ଥଳକୁ ଯିବେ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  ଆଜି କମିଶନଙ୍କ ନିକଟରେ ହାଜର ହୋଇଥିଲେ…

ଭରତପୁର ହାଜତ ନିର୍ଯାତନା ମାମଲାରେ ଆସିଲା ମିଛଧରା ଟେଷ୍ଟ ରିପୋର୍ଟ

ଭୁବନେଶ୍ବର : ଭରତପୁର ହାଜତ ନିର୍ଯାତନା ମାମଲାରେ ଆସିଲା ମିଛଧରା ଟେଷ୍ଟ ରିପୋର୍ଟ ।  ଗୁଜୁରାଟ ଗାନ୍ଧୀନଗର DFSLରୁ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି । ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି ।  ସେହିପରି ଦୀନକୃଷ୍ଣଙ୍କ…

ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି, ୧୫ ଦିନ ଭିତରେ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି । ଭରତପୁର ଥାନାରେ ସିସିଟିଭି ନଥିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଭରତପୁର ଥାନା ଘଟଣାରେ ପୋଲିସର ତଦନ୍ତ ଜାରି ରହିଥିବାବେଳେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ହାଇକୋର୍ଟ ।  ଥାନାରେ ସେନା ବାହିନୀଙ୍କ…

ଭରତପୁର ଥାନା ନିର୍ଯାତନା ମାମଲା, ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ । ପ୍ରଥମେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏହାପରେ ସବନିସପେକ୍ଟର ବୈଶାଳିନୀ ପଣ୍ଡା, ଏସଆଇ ସଲିଳାମୟୀ ସାହୁ ଓ ଏଏସଆଇ ସାଗରିକା ରଥ, ଜଣେ କାର୍ଯ୍ୟରତ…

ଭରତପୁର ନିର୍ଯାତନା ମାମଲା, ଆଜି ୫ ପୋଲିସ ଅଧିକାରୀଙ୍କ ହୋଇପାରେ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ୱର : ଭରତପୁର ହାଜତ ନିର୍ଯାତନା ମାମଲାରେ ଆଜି ୫ ପୋଲିସ ଅଧିକାରୀଙ୍କ ହୋଇପାରେ ପଲିଗ୍ରାଫ୍ ଟେଷ୍ଟ । ଏହି ପ୍ରକ୍ରିୟା ୨ରୁ ୩ ଦିନ ଲାଗିପାରେ। ଗୁଜୁରାଟରେ ଥିବା କ୍ରାଇମବ୍ରାଞ୍ଚ ଦଳ ସମସ୍ତ କାଗଜପତ୍ର କାମ ସାରିବା ପରେ ୫ ଜଣ ପୋଲିସଙ୍କୁ ପରୀକ୍ଷାଗାରକୁ ନିଆଯିବ। ଆଜି ପ୍ରଥମ ଦିନରେ…