ଟଙ୍କା ଧରି ମହିଳାଙ୍କ ଖୁସି କହିଲେ ନସରେ, ବିଗତ ୧୦ ମାସ ପରେ ମିଳିଲା ଭତ୍ତା
କୋରାପୁଟ: ମୁହଁରେ ଖିଲି ଖିଲି ହସ । ହାତରେ ଗୋଟି ଗୋଟି କରି ଗଣି ପକାଉଛନ୍ତି ଟଙ୍କା । ଲାଗୁଛି ସତେ ଯେମିତି ମାଉସୀଙ୍କୁ ପୁଳାଏ ଟଙ୍କା କୋଉଠୁ ମିଳିଯାଇଛି । ଆଉ ଏତେ ଟଙ୍କା ପାଇ ମାଉସୀ ଖୁସି ହୋଇଯାଇଛନ୍ତି । କୋରାପୁଟ ବ୍ଲକ ଉମୁରୀ ଗ୍ରାମର ବୟସ୍କା ବିଧବା ମହିଳାଙ୍କୁ ଗତ ୧୦ ମାସ ଧରି…