Browsing Tag

bhattarika temple

ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ବନ୍ୟାଜଳ, ସଜାଗ ଅଛନ୍ତି ସେବାୟତ

ନରସିଂହପୁର: ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ବନ୍ୟାଜଳ । ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟାଜଳ । ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମାଙ୍କ ଗର୍ଭଗୃହକୁ ପଶିନି । ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି । ଆଜି ସକାଳୁ…

ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ

ନରସିଂହପୁର : ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ । ବଡମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗୋଟ ଖୋଲାଯିବାରୁ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି ।  ଷୋଡ଼ଶ ଉପଚାର ପୂଜା…

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ପୀଠ ବେଢାରେ ପଶିଲା ବନ୍ୟା ପାଣି

ନରସିଂପୁର: ମା’ ଭଟ୍ଟାରିକାଙ୍କ ବେଢା ଛୁଇଁଲା ବନ୍ୟାଜଳ । ମନ୍ଦିର ବେଢାରେ ଲହଡି ଖେଳୁଛି ବନ୍ୟାଜଳ । ମନ୍ଦିର ବେଢାରେ ପଶିଛି ପାଣି । ଏବେ ପାଣି ଘେରରେ ବଡମ୍ବାର ଭଟ୍ଟାରିକା ମନ୍ଦିର । ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ ଗେଟ୍ ଖୋଲିଛି । ତେଣୁ ତଳମୁଣ୍ଡକୁ ପାଣି…

ମା’ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଦ୍ବିତୀୟ ବନ୍ୟାଜଳ, ପାଣି ଅଧିକ ହେଲେ ମା’ଙ୍କୁ କରାଯିବ ସ୍ଥାନାନ୍ତର

ନରସିଂହପୁର: ମା’ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଦ୍ବିତୀୟ ବନ୍ୟାଜଳ । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଛି ବନ୍ୟାଜଳ । କିନ୍ତୁ ମନ୍ଦିର ରୀତିନୀତି ସୁରୁଖୁରୁରେ ଚାଲିଛି । ଆଜି ମାଆଙ୍କୁ ସୁଦ୍ଧା ସ୍ନାନ ପରେ ମଙ୍ଗଳ ଆଳତୀ, ବଲଭଲାଗି,…