ଜେଲରୁ ବାହାରିଲେ IAS ବାବୁ ଧୀମାନ ଚକମା, ୧୦ ଲକ୍ଷ ଲାଞ୍ଚ ନେଇ ହୋଇଥିଲେ ଗିରଫ
କଳାହାଣ୍ଡି : ଜେଲରୁ ବାହାରିଲେ IAS ବାବୁ ଧୀମାନ ଚକମା । କଳାହାଣ୍ଡି ଭବାନୀପାଟଣା ଜେଲରୁ ବାହାରିଲେ ଆଇଏଏସ ବାବୁ । ୪୦ ଦିନ ପରେ ଜେଲରୁ ବାହାରିଲେ ଧୀମାନ ଚକମା । ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲରେ ଥିଲେ । ଲାଞ୍ଚ ନେଇ…