ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି, ଖୋଲା ଆକାଶ ତଳେ ପଡି ରହିଥିଲା
କଟକ : ବିଳମ୍ବ ହେଉ ପଛେ ହେଲା ସ୍ଥାପିତ । ଦେଢ଼ ବର୍ଷର ବ୍ୟବଧାନ ପରେ ପୁଣି ଥରେ ସ୍ଥାପିତ ହେଲା ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତି । ଖାନନଗର ପାର୍କ ଭିତରୁ ସ୍ଥାନାନ୍ତରିତ ସ୍ବର୍ଗତ ଭିକାରୀ ବଳଙ୍କ ଏକ ପ୍ରତିମୂର୍ତ୍ତିର ଅବସ୍ଥାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ…