Browsing Tag

bhitarkanika

ଗତବର୍ଷ ତୁଳନାରେ ଚଳିତବର୍ଷ ଭିତରକନିକାରେ ବଢିଲା ପକ୍ଷୀ ଓ ବଉଳା କୁମ୍ଭୀର ସଂଖ୍ୟା

ରାଜନଗର (କେନ୍ୟୁଜ) : ଭିତରକନିକା ପାଇଁ ଖୁସି ଖବର । ବଢ଼ିଲେ ବିଦେଶାଗତ ପକ୍ଷୀ ଓ ବଉଳା କୁମ୍ଭୀର ସଂଖ୍ୟା । ଚଳିତବର୍ଷ ଭିତରକନିକାରେ ବିଦେଶାଗତ ପକ୍ଷୀ ଓ ବଉଳା କୁମ୍ଭୀର ଗଣନା କରାଯାଇଥିଲା । ଗଣନାରେ ପକ୍ଷୀ ଓ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରକୃତି…

ଆସନ୍ତା ୬ରୁ ଭିତରକନିକାରେ ବିଦେଶାଗତ ପକ୍ଷୀ ଗଣନା

ରାଜନଗର (କେନ୍ୟୁଜ): ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଆସନ୍ତା ୬ ତାରିଖରେ ଅନୁଷ୍ଠିତ ହେବ ବିଦେଶାଗତ ପକ୍ଷୀ ଗଣନା । ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କରାଯିବ । ଏନେଇ ୫ ତାରିଖରେ ଗୁପ୍ତି ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ୧୪ ତାରିଖ ପର୍ଯ୍ଯନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର (କେନ୍ୟୁଜ): ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ଆଜିଠାରୁ ୧୪ ତାରିଖ ପର୍ଯ୍ଯନ୍ତ ପର୍ଯ୍ଯଟକ ମାନଙ୍କ ପାଇଁ ବନ୍ଦ ରହିବ । ବିରଳ ବଉଳା କୁମ୍ଭୀର ମାନଙ୍କ ଅନ୍ତୁଡିଶାଳ ଭିତରକନିକା ରେ ପ୍ରତିବର୍ଷ ପରି ଚଳିତବର୍ଷ କୁମ୍ଭୀର ଗଣନା କରାଯିବ । ରାଜନଗର ବନଖଣ୍ଡ ର…

ପ୍ରକୃତିର ବରଦାନ ଭିତରକନିକା, ରଙ୍ଗବେରଙ୍ଗ ପକ୍ଷୀଙ୍କ କଳରବରେ ଜମିଲାଣି ଆସର

ରାଜନଗର(କେନ୍ୟୁଜ୍): ଭିତରକନିକାରେ ରଙ୍ଗବେରଙ୍ଗ ପକ୍ଷୀଙ୍କ ଭିଡ଼। ଜାତୀୟ ଉଦ୍ୟାନର ଆଭ୍ୟନ୍ତରୀଣ ଅଞ୍ଚଳ ସହ ଗହୀରମଥା ଓ ବିଭିନ୍ନ ଜଳାଶୟ ମାନଙ୍କରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀ । ଶୀତଋତୁର ଆରମ୍ଭରେ ଏହି ପକ୍ଷୀମାନେ ଆସିବା ସହିତ ଗ୍ରୀଷ୍ମଋତୁର ଆରମ୍ଭରେ ଫେରି…

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ଉଦ୍ୟାନ ଖୋଲିଥିବାରୁ ପର୍ଯ୍ୟାଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିବା ଓ ବୁଲିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜାତୀୟ ଉଦ୍ୟାନକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ…

ଦୀର୍ଘ ୩ ମାସ ପରେ ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର(କେନ୍ୟୁଜ୍): ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୩ ମାସ ପରେ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟାଟକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । କୁମ୍ଭୀର ପ୍ରଜନନ ପାଇଁ ମେ ୧ରୁ ଜୁଲାଇ ୩୧ ଯାଏଁ ବନ୍ଦ ରହିଥିଲା ଉଦ୍ୟାନ୍‌ । ୩ ମାସ ପରେ ଉଦ୍ୟାନ ଖୋଲୁଥିବାରୁ…