ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ଜୀବନରୁ ମାରିଦେବାକୁ ଧମକ, ୫୦ ଲକ୍ଷ ଟଙ୍କା ଦାବି
ଭୋଜପୁରୀ ସିନେମାର ପପୁଲାର୍ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ମିଳିଲା ଧମକ । ଅଭିନେତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏହା ବଦଳରେ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଅଭିଯୁକ୍ତ । ଏହି ଘଟଣାକୁ ନେଇ ପାଟନା ପୋଲିସ ଏକ ମାମଲା ରୁଜୁ କରିଛି ।
ପୋଲିସ ସୂଚନା ମୁତାବକ,…