୧୨ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ, ଗାଡ଼ି ଚଳାଚଳ ଠପ
କାମାକ୍ଷାନଗର (କେନ୍ୟୁଜ): ଆଜି ୧୨ଘଣ୍ଟିଆ ଭୁବନ ବନ୍ଦ । ୧୨ ଦଫା ଦାବି ନେଇ ଭୂବନ ବିଜେପି ଦଳ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏ ଏହି ବନ୍ଦ ପାଳନ କରାଯିବା । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରକୁ ପ୍ରବେଶ କରୁଥିବା ରାସ୍ତା ଉପରେ…