ଏୟାରପୋର୍ଟରେ ପାଳନ ହେବ ଯାତ୍ରୀ ଦିବସ, ଦିନ ତମାମ ଜାରି ରହିବ ବିଭିନ୍ନ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଦେଶର ସମସ୍ତ ଏୟାରପୋର୍ଟରେ ପାଳନ ହେବ ଯାତ୍ରୀ ଦିବସ । ଆସନ୍ତାକାଲି ସର୍ବ ଭାରତୀୟ ସ୍ତରରେ ଯାତ୍ରୀ ସେବା ଦିବସ ପାଳନ କରାଯାଉଛି । ଦେଶର ସମସ୍ତ ଏୟାରପୋର୍ଟରେ ଏହା ପାଳନ ହେବ । ଭୁବନେଶ୍ୱର ବିମାନବନ୍ଦରରେ ପାଳନ ହେବାର କାର୍ଯ୍ୟକ୍ରମ ରହିଛି ।
ବିମାନ ବନ୍ଦରରେ…