ଏମ୍ସ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ, ଡାକ୍ତରଙ୍କୁ ଆକ୍ରମଣ
ଭୁବନେଶ୍ବର : ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଡାକ୍ତରଙ୍କୁ ଆକ୍ରମଣ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ । ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର । ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡ଼ାର ଶିବଶଙ୍କର ବେହେରା ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ସକାଳୁ…