Odisha News
.
Browsing Tag

bhubaneswar airport

ନଭେମ୍ବର ୧ରୁ ଜୁନ୍‌ ୩୦ ଯାଏ ବନ୍ଦ ରହିବ ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଭୁବନେଶ୍ୱର(କେନ୍ୟୁଜ୍): ମରାମତି ହେବ ଭୁବନେଶ୍ୱର ବିମାନ ବନ୍ଦର ରନ୍‌-ୱେ । ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦର ବନ୍ଦ ରହିବ । ପ୍ରାୟ ୮ ମାସ ପର୍ଯ୍ୟନ୍ତ ବିମାନ ଉଡାଣ ପ୍ରଭାବିତ ହେବ । ପର୍ଯାୟକ୍ରମେ ଦିନ ଓ ରାତିରେ ବନ୍ଦ ରହିବ ବିମାନ ଚଳାଚଳ । ଅର୍ଥାତ ନଭେମ୍ବର ୧ରୁ ମାର୍ଚ୍ଚ ୩୧…

ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ, ୬୧୦ ଗ୍ରାମର ଦୁଇ ଖଣ୍ଡ ସୁନା ବିସ୍କୁଟ ଜବତ କଲା ସିଆଇଏସ୍‌ଏଫ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଥରେ ଜବତ ହେଲା ଚୋରା ସୁନା । ୬୧୦ ଗ୍ରାମର ଦୁଇ ଖଣ୍ଡ ସୁନା ବିସ୍କୁଟ ସିଆଇଏସ୍‌ଏଫ୍‌ ଜବତ କରିବା ପରେ କଷ୍ଟମସ୍‌ ବିଭାଗକୁ ହସ୍ତାନ୍ତର କରିଛି । ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା । ବ୍ୟାଙ୍କକରୁ ଆସୁଥିବା…

ଭୁବନେଶ୍ୱର : ବିମାନ ବନ୍ଦରରେ ମହିଳାଙ୍କ ନିକଟରୁ ୩୩ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ । ଚାଲାଣ ବେଳେ ୩୩ ଲକ୍ଷ ଟଙ୍କାର ସୁନା ଜବତ କରିଛି କଷ୍ଟମସ୍‌ ବିଭାଗ । ମହାରାଷ୍ଟ୍ରର ଜଣେ ମହିଳାଙ୍କ ଠାରୁ ୯୫୯ ଗ୍ରାମ ଓଜନର ସୁନା ଜବତ ହୋଇଛି। ଏୟାର ଇଣ୍ଡିଆ ବିମାନରେ ସେ ଦିଲ୍ଲୀରୁ ଆସିଥିଲୋ । ଲଗେଜ ବ୍ୟାଗରେ ରଖିଥିଲେ ୯୫୯…

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରି-ପେଡ୍ ଅଟୋ ସର୍ଭିସ ସେବା ଆରମ୍ଭ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୧ରେ ପ୍ରି-ପେଡ୍ ଅଟୋ ସର୍ଭିସ ସେବା ଆରମ୍ଭ ହୋଇଛିା କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଇଛି । ଆଜି ପୋଲିସ କମିଶନର ସତ୍ୟଜିତ ମହାନ୍ତି ,ଏୟାରପୋର୍ଟ ନିର୍ଦ୍ଦେଶକ ଏବଂ…

ଭୁବନେଶ୍ୱର ବିମାନବନ୍ଦର ହେବ ଇଣ୍ଟରନ୍ୟାସନାଲ ୱର୍ଲଡ କ୍ଲାସ ଏୟାରପୋର୍ଟ ,୯୩୦ କୋଟି ଟଙ୍କାରେ ନିର୍ମାଣ ହେବ ତୃତୀୟ…

ଭୁବନେଶ୍ୱର : ବଢ଼ିବ କଳେବର । ଭୁବନେଶ୍ୱର ବିମାନବନ୍ଦର ହେବ ଇଣ୍ଟରନ୍ୟାସନାଲ ୱର୍ଲଡ କ୍ଲାସ ଏୟାରପୋର୍ଟ । ଆବଶ୍ୟକ ପଦକ୍ଷେପ ନେବେ କେନ୍ଦ୍ର ସରକାର । ଭୁବନେଶ୍ୱର ବିମାନବନ୍ଦର ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିବାରେ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଉ ଏକ ଟର୍ମିନାଲ ପାଇଁ କେନ୍ଦ୍ର…

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ । ୩୪୦ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ । ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ । ଏୟାର ଏସିଆ ବିମାନ ଏକେ- ୩୧ରେ କ୍ୱାଲାଲମପୁର-ଭୁବନେଶ୍ୱର ବିମାନରେ ସୁନା ଆସିଥିଲା । କଷ୍ଟମ୍‌ସ ବିଭାଗ…

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ । ଏକ କିଲୋ ସୁନା ଜବତ କରିଛି କଷ୍ଟମ୍ସ ବିଭାଗ । ବ୍ୟାଙ୍କକ ଓ ଦୁବାଇରୁ ଆସୁଥିବା ଦୁଇ ଜଣ ଯାତ୍ରୀଙ୍କୁଠାରୁ ଏସବୁ ଜବତ ହୋଇଛି । ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ସ ବିଭାଗ । ଅଟକ ଦୁଇଯାତ୍ରୀଙ୍କ…