ଭୁବନେଶ୍ୱର କ୍ଲବର ନୂତନ ସଭାପତି ହେଲେ ପୂର୍ବତନ ଓଡ଼ିଶାର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା
ଭୁବନେଶ୍ୱର: ପୂର୍ବତନ ଓଡ଼ିଶାର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଭୁବନେଶ୍ୱର କ୍ଲବର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି ଭୁବନେଶ୍ୱର କ୍ଲବର ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଭୋଟ ଗଣତି ପରେ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା । ପ୍ରଦୀପ କୁମାର…