Browsing Tag

bhubaneswar corona

ଭୁବନେଶ୍ୱରରେ ଆଜି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣରୁ ସୁସ୍ଥ ହେଲେ ୩୧୨

ଭୁବନେଶ୍ୱର(କେନ୍ୟୁଜ ବ୍ୟୁରୋ): ଭୁବନେଶ୍ୱରରେ ଆଜି ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ । ୨୫୫ଟି ଲୋକାଲ କେସ ରହିଥିବା ବେଳେ କ୍ୱାରେଣ୍ଟାଇନ୍‌ରୁ ୬୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ୩୧୨ ଜଣ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ୨୦…

ରାଜଧାନୀ ଭୁବନେଶ୍ବରରୁ ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୫୩

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ  ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ୨୦୫୩୮ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିଭଳି ଆଜି ଭୁବନେଶ୍ବରରୁ ୩୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି…

ରାଜଧାନୀ ଭୁବନେଶ୍ବରରୁ ଆଜି  ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୪୦୬ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ ଆଜି  ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ଅଛନ୍ତି ୭୬ ଜଣ।  ସେହିଭଳି ଲୋକାଲ କଣ୍ଟାକ୍ଟ  କେସରୁ  ୨୮୬ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଆଜି ୪୦୬ କରୋନା ଆକ୍ରାନ୍ତ ସୁସ୍ଥ…

ଭୁବନେଶ୍ୱର: କୋଭିଡ ମୁକାବିଲା ପାଇଁ ଅଣ ବସ୍ତି ଅଞ୍ଚଳରେ ଆଜିଠୁ ମେଗା ଡୋର ଟୁ ଡୋର ହେଲଥ ସ୍କ୍ରିନିଂ ଅଭିଯାନ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ମେଗା ଡୋର ଟୁ ଡୋର ହେଲଥ ସ୍କ୍ରିନିଂ ଅଭିଯାନ । କୋଭିଡ ମହାମାରୀ ମୁକାବିଲା ପାଇଁ ଅଣ ବସ୍ତି ଅଞ୍ଚଳରେ ଆଜିଠୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ଡୋର ଟୁ ଡୋର…

ଭୁବନେଶ୍ବରରେ କରୋନାର ରେକର୍ଡ,ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରେ ରେକର୍ଡ କଲା ଆଜିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜଧାନୀର ବିଭିନ୍ନ ୱାର୍ଡରୁ ଆଜି ୫୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କୁ  ମିଶାଇ  ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର କରିଛି ।  ଆଜି ଭୁବନେଶ୍ୱରରେ…

ଭୁବନେଶ୍ବରରୁ ଆଜି ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ, ଲୋକାଲ  କେସ ରହିଛି ୧୧୪

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ବରରୁ ଆଜି ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ । ଏଥିରୁ କ୍ବାରେଣ୍ଟାଇନ କେସ ରହିଛି ୧୫୩ ଓ ଲୋକାଲ  କେସ ରହିଛି ୧୧୪। ଏହି ୧୫୩ କ୍ବାରେଣ୍ଟାଇନ କେସରୁ  ୧୫୨ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ସୂଚନା ଦେଇଛି ବିଏମସି। ଆଜିର ଆକ୍ରାନ୍ତଙ୍କ…

ରାଜଧାନୀ ଭୁବନେଶ୍ବରରେ ୮୯ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇ ଘରକୁ ଫେରିଲେ ୧୦୭

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ଠାରୁ  ବଳି ପଡିଲା ସୁସ୍ଥ ସଂଖ୍ୟା। ୨୪ ଘଣ୍ଟା ଭିତରେ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ବେଳେ ୧୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।  ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୬୫ ଟି କ୍ବାରେଣ୍ଟାଇନ ଓ …

ଭୁବନେଶ୍ୱରରୁ ଆଜି ଆଉ ୧୨୬ ପଜିଟିଭ ଚିହ୍ନଟ, ଲୋକାଲ କେସ ୪୯

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ  ୧୨୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି କ୍ବାରେଣ୍ଟାଇନରୁ ୭୭ ଓ ଲୋକାରୁ ୪୯ କେସ ରହିଛି।  ଏହି ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ-୯ ବାୟାବାବା ବସ୍ତିରୁ ୯ ଜଣ । ଏହା ସହିତ ୮…

ଟ୍ବିନ ସିଟିର କରୋନା ଖବର, ରାଜଧାନୀରେ ୧୦୫, କଟକରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ  ଭୁବନେଶ୍ବରରେ ବଢୁଛି କରେନା ସଂକ୍ରମଣ।  ଆଜି ଚିହ୍ନଟ ହୋଇଥିବା ୧୦୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪୬ ରହିଛି ଲୋକାଲ କେସ୍। ବାକି ୫୯ ଜଣ କ୍ବାରେଣ୍ଟାଇନ କେସ୍ ରହିଛି। ଏହି କ୍ବାରେଣ୍ଟାଇନ କେସ ମଧ୍ୟରେ ଅଛନ୍ତି ନୟାପଲ୍ଲୀର ନୂଆ ସାହିର ୯ , ସହିଦ ନଗରରୁ…

ଆଜି ଭୁବନେଶ୍ଵରରୁ ୫୧ ଜଣ ଓ କଟକରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ : ଭୁବନେଶ୍ୱରରୁ ଆଉ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୫ ଓ ଲୋକାଲ କଣ୍ଟାକ୍ଟରୁ ୧୬ ଟି କେସ୍ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, କଳିଂଗଵିହାର, ଭରତପୁର, ଖାରବେଳ ନଗର, ଶାସ୍ତ୍ରୀନଗର, ଝାରପଡା,…

ଭୁବନେଶ୍ୱରରେ ପୁଣି ୧୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୭ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ଟି ଲୋକାଲ୍‌…

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୧୩ ନୂଆ ପଜିଟିଭ୍‌ ଚିହ୍ନଟ । ୨୪ ଘଣ୍ଟା ଭିତରେ ରାଜଧାନୀରୁ ୧୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬ଟି ଲୋକାଲ୍‌ କଣ୍ଟାକ୍ଟ କେସ୍‌ । ତେବେ ଏହି ୧୩ ଜଣଙ୍କ ଭତରୁ ପାତ୍ରପଡା ଅଞ୍ଚଳର ଜଣେ, ନ୍ୟୁ…

ଆଉ ଜଣେ ପଜେଟିଭ୍ ଚିହ୍ନଟ ପରେ ରାଜଧାନୀରେ ବଢ଼ିଲେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀରେ ଆଉ ଜଣେ କରୋନା ପଜେଟିଭ୍ । ଗତକାଲି ସନ୍ଧ୍ୟାରେ ୩ ଜଣ ଚିହ୍ନଟ ପରେ ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଆଜି ଦିନରେ ରାଜ୍ୟରେ ମୋଟ୍ ୫୨ ଜଣ ସଂକ୍ରମିତଙ୍କ ତାଲିକା ଆସିଛି । ତେବେ ଆଜି ସନ୍ଧ୍ୟାରେ ଚିହ୍ନଟ ୨୫ ଜଣଙ୍କ ମଧ୍ୟରୁ ୨୪ ଜଣ ଗଞ୍ଜାମ ଜିଲ୍ଲାର ।…