Browsing Tag

bhubaneswar coronavirus

ଭୁବନେଶ୍ବରରୁ ୬ ଜଣ ଓ କଟକରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ୬ କରୋନା ପଜିଟିଭ୍ ଚିହ୍ନଟ । ଏମାନଙ୍କ ଭିତରୁ  ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ୫ ଜଣ ଲୋକାଲ୍ କେସ୍ ହୋଇଥିବା ନେଇ  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବରରୁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି…

ରାଜ୍ଯରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୮୫୬କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ଯରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରୁ ୧୫୦ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କଣ୍ଟାକ୍ଟରୁ ୨୯ଜଣ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୫ଟି ଜିଲ୍ଲାରୁ ୧୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ…

ଅରେଞ୍ଜ ଜୋନରେ‌ ଖୋର୍ଦ୍ଧା ଜିଲ୍ଲା ରହିଥିବାବେଳେ ଭୁବନେଶ୍ବରକୁ ରଖାଗଲା ରେଡ୍‌ ଜୋନ୍‌ରେ, ଜାଣନ୍ତୁ କାହିଁକି ?

ଭୁବନେଶ୍ବର : ଗତକାଲିଠାରୁ ‌କରୋନା ପାଇଁ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍। ତେବେ ଏହି ସମୟରେ କେନ୍ଦ୍ର ସରକାର ସାରା ଦେଶକୁ ୩ଟି ଜୋନ୍‌ରେ ବିଭକ୍ତ କରିଛନ୍ତି। ରାଜ୍ଯ ଗୁଡିକରେ ରହିଥିବା ବିଭିନ୍ନ ଜିଲ୍ଲାକୁ ମଧ୍ଯ ୩ଟି ଜୋନ୍‌ରେ ଭାଗ କରାଯାଇଛି।  ଏହି ସବୁ ଭିତରେ ଓଡିଶାର…

ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍ ଜାରି, ଜାଣି ରଖନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛି କମିଶନରେଟ ପୋଲିସ । ଆସନ୍ତୁ ଜାଣିବା କଣ ରହିଛି ସବୁ ନିୟମ : -ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିୟମ ମାନିବେ । -ଅନୁମତି ମିଳିନଥିବା ଦୋକାନ ଖୋଲିବ ନାହିଁ । -ଦୋକାନରେ ଦୁଇ ଜଣ…

ରାଜ୍ୟର ତୃତୀୟ କୋଭିଡ଼ ଡାକ୍ତରଖାନା ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ, ଆଜିଠୁ ୫୨୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ…

ଭୁବନେଶ୍ୱର : ରାଜ୍ୟର ୩ୟ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ । ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି । MCL ସହାୟତାରେ ସୋଆ କ୍ୟାମ୍ପସ୍‌ରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରାଯାଇଛି । ଆଜିଠୁ ୫୨୦ ବେଡ୍‌ ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।…