Browsing Tag

bhubaneswar crime

ଭୁବନେଶ୍ୱର ଖଣ୍ଡଗିରି ଛକରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ୯୫ କେଜି ଗଞ୍ଜେଇ ଜବତ । ଅବକାରୀ ମୋବାଇଲ ସ୍କ୍ଵାଡ ଭୁବନେଶ୍ୱର ଖଣ୍ଡଗିରି ଛକରୁ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ । ଏହାସହ ଏଥିରେ ଜଣଙ୍କୁ…

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ନୂଆ ମୋଡ: ସାମ୍ନାକୁ ଆସିଛି ନ୍ୟୁଜ ଚ୍ୟାନେଲର ଏମ୍‌ଡିଙ୍କ ସହ ପୀଡ଼ିତା…

ଭୁବନେଶ୍ବର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ନୂଆ ମୋଡ। ସାମ୍ନାକୁ ଆସିଛି ନ୍ୟୁଜ ଚ୍ୟାନେଲର ଏମ୍‌ଡିଙ୍କ ସହ ପୀଡ଼ିତା ମା’ଙ୍କ ଫୋନ ବାର୍ତ୍ତାଳାପର ଅଡିଓ । ତେବେ ସୂଚନା ଥାଉକି, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଦେଇଛନ୍ତି ପୀଡ଼ିତାଙ୍କ ମାଆ ।…

ପିପିଲିତେଇଶପୁର ବଜାରରେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ଅତର୍କିତ ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାଲଟିଛି ଲୁଟେରାଙ୍କ ଚରାଭୂଇଁ। ଗତକାଲି ରାଜପଥର ପିପିଲି ଥାନା ତେଇଶପୁର ବଜାର ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଖଣ୍ଡା ଦ୍ୱାରା ଅତର୍କିତ ଆକ୍ରମଣ କରି ଲୁଟ୍‌ କରିଛନ୍ତି। ବ୍ୟବସାୟୀ ଜଣକ ହେଲେ ତେଇଶପୁର ପୋଡ଼ଙ୍ଗ ଗାଁର…

ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ସ୍ପଷ୍ଟ ଦିବାଲୋକରେ କଟୁରୀରେ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ବର: ରାଜଧାନୀର ଲକ୍ଷ୍ମୀସାଗର ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକଙ୍କୁ ଆଉ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ଗୋଡେଇ ଗୋଡେଇ କଟୁରୀରେ ହାଣିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୂର୍ବ ଶ୍ରତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ତେବେ…

ରାଜଧାନୀରେ ଲୁଟ୍ ଉଦ୍ଯମ ଫେଲ୍ କଲେ ବୁଲା କୁକୁର, ଖେଳଣା ବନ୍ଧୁକ ଛାଡି ଜୀବନ ବିକଳରେ ଛୁ ମାରିଲେ ଦୁଇ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟି ଯାଇଛି । ଯାହାର ସମ୍ପୂର୍ଣ୍ଣ ଭିଜୁଆଲ୍ ଏକ ସିସିଟିଭିରେ କଏଦ ହୋଇଛି । କିଛି ବୁଲା କୁକୁର ଏକ ଲୁଟ୍ ଉଦ୍ୟମକୁ ଫେଲ୍ କରିବାରେ ସଫଳ ହୋଇଛନ୍ତି। ବିଳମ୍ବିତ ରାତିରେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଏହି ଘଟଣା…

ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣି ରାଜଧାନୀରେ ମାତିଲେ ଗଞ୍ଜେଇ ବେପାରୀ । ଭୁବନେଶ୍ୱରରୁ ୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ଗିରଫ ହୋଇଥିବା ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି । ତେବେ ଲକ୍‌ଡାଉନ୍‌ ନିୟମ କୋହଳ…

ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର

ଭୁବନେଶ୍ବର : ରାଜଧାନୀରେ ନକଲି ମହିଳା ଆଇପିଏସ ପରେ ଧରାପଡ଼ିଲା ନକଲି ଇନିସପେକ୍ଟର । ବରଗଡ ଅଞ୍ଚଳରୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ନିଜକୁ ଖଣ୍ଡଗିରି ଥାନା ଅଧିକାରୀ ପରିଚୟ ଦେଇ ମାମଲାର ରଫାଦଫା କରିବାକୁ ଜଣେ ଯୁବତୀଙ୍କୁ ଫୋନ କରିଥିଲା । ଅପରପଟେ ଗତକାଲି ରାଜଧାନୀରେ ଧରାପଡ଼ିଲା…