ଗାଁ ଶ୍ମଶାନରେ ସମ୍ପନ୍ନ ହେଲା ଆଶୀର୍ବାଦର ଅନ୍ତିମ ସଂସ୍କାର, ଏକ କୋଟି ଟଙ୍କାର ସହାୟତା ରାଶି ଦାବି କଲେ ଅଞ୍ଚଳବାସୀ
ପିପିଲି: ବାପା ମାଆ ତୁମକୁ ଛାଡି ମୁଁ ସବୁଦିନ ପାଇଁ ଚାଲିଯାଉଛି । ଏଇ ସମାଜ ମତେ ବଞ୍ଚିବାକୁ ଦେଲାନି । ସରଳ ମୁଖା ପିନ୍ଧା ଏଇ ମଣିଷ ରୂପୀ ରାକ୍ଷସକୁ ମୁଁ ଚିହ୍ନି ପାରିଲିନି । ତା ମାୟା ଜାଲରେ ଫସିଗଲି । ପାଠପଢା ଠାରୁ ଆରମ୍ଭ କରି ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲି । ସେ ସବୁ…