ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ କିସ୍ ରେ ଜାତୀୟ ଗୌରବ ଦିବସ ପାଳିତ, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ
ଭୁବନେଶ୍ୱର(କେନ୍ୟୁଜ୍): ଆଜାଦିର ଅମୃତ ମହୋତ୍ସବ ପାଳନ୍ କରୁଛି ପୁରା ଦେଶ । ଆଜି ଭଗବାନ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଏହି ଅବସରରେ କିସ୍ ପରିସରରେ ଜାତୀୟ ଗୌରବ ଦିବସ ପାଳିତ ହୋଇଛି। କାର୍ଯ୍ଯକ୍ରମରେ ମୂଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ,…