ସ୍ବତନ୍ତ୍ର ଜେଲରେ ସ୍ପାଇଡର ସତୀଶ, ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ଅଭିଯୁକ୍ତ
ଭୁବନେଶ୍ବର: ଭୁବନେଶ୍ବର ସ୍ବତନ୍ତ୍ର ଜେଲରେ ସ୍ପାଇଡର ସତୀଶ । ତାକୁ ହାଇ ସିକ୍ୟୁରିଟି ସେଲରେ ରଖାଯାଇଛି । ଏଠାରେ ୧୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ରହୁଛନ୍ତି । ସତୀଶ ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଭାବେ ଦୁଇଜଣ ୱାର୍ଡ ର ରହିଛନ୍ତି । ୨୪ ଘଣ୍ଟା ସିସିଟିଭି ସର୍ଭେଲାନ୍ସରେ ରହିଛି ସ୍ପାଇଡର…