Browsing Tag

bhubaneswar

ଭୁବନେଶ୍ବର: ଯୁବତୀଙ୍କ ପାଇଁ କମିଶନରେଟ ପୋଲିସ ଓ ୟୁପି ପୋଲିସ ମୁହାଁମୁହିଁ, କୋର୍ଟରେ ଜିତି ଗଲା ପ୍ରେମ

କେନ୍ୟୁଜ୍(ବ୍ୟୁରୋ):  ଗୋରଖପୁରରେ ନାବାଳିକା ଅପହରଣ କେସ୍ । ଭୁବନେଶ୍ୱରରେ ୟୁପି ପୋଲିସର ରେଡ଼ । ଦୁଇ ଦିନର ଛକ ପଞ୍ଝା ପରେ ଟ୍ରାକ ହେଲେ ଯୁବତୀ । ହେଲେ ଘରକୁ ଫେରିବାକୁ ନାରାଜ ଥିଲେ ଯୁବତୀ । ଯାହାକୁ ନେଇ କମିଶନରେଟ ପୋଲିସ ଓ ୟୁପି ପୋଲିସ ମୁହାଁମୁହିଁ  ହୋଇଥିଲେ। ଯୁବତୀ ଜଣକ ନିଜକୁ…

ଭୁବନେଶ୍ବର ଖାରବେଳନଗର ସ୍ୱସ୍ତି ଗ୍ରାଣ୍ଡ ହୋଟେଲ ପଛ ପାର୍ଶ୍ବରେ ହତ୍ୟାକାଣ୍ଡ, ଯୁବକକୁ ପଥରରେ ଛେଚି ଛେଚି ହତ୍ୟା

ଭୁବନେଶ୍ବର(କେନ୍ୟୁଜ୍): ଯୁବକକୁ ପଥରରେ ଛେଚି ଛେଚି ହତ୍ୟା । ଏଭଳି ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ସ୍ୱସ୍ତି ଗ୍ରାଣ୍ଡ ହୋଟେଲ  ପଛ ପାର୍ଶ୍ବରେ। ମୃତକ ଜଣକ ହେଲେ ଭଦ୍ରକ ପୁରୁଣା ବଜାରର ଶେଖ ଅବଦୁଲ। ସେ ଟ୍ରକରେ ହେଲପର ଭାବେ କାମ କରୁଥିଲା । ତେବେ ଏହି ହତ୍ୟାକଣ୍ଡ ଘଟାଇଥିବା…

ଭୁବନେଶ୍ୱର: ପୋଖରୀପୁଟ ମଧୂସୁଦନ ପାର୍କ ନିକଟରେ ଜଳିଗଲା ୮ଟି ଉଠାଦୋକାନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ପୋଖରୀପୁଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ।  ପୋଖରୀପୁଟ ଅଞ୍ଚଳରେ ଥିବା ମଧୂସୁଦନ ପାର୍କ ନିକଟରେ ଜଳିଗଲା ୮ଟି ଦୋକାନ । କେଉଁ କାରଣରୁ ନିଆଁ ଲାଗିଛି ତାହା  ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ସର୍ଟ ସର୍କିଟ କିମ୍ବା ଅଳିଆ ପୋଡ଼ିବା  ସମୟରେ ନିଆଁ…

ନନ୍‌ କ୍ରିଟିକାଲ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ବିଏମ୍‌ସିର ନୂଆ ଯୋଜନା,ହୋଟେଲରେ ହେବ ହସ୍‌ପିଟାଲ

କେନ୍ୟୁଜ୍‌(ବ୍ୟୁରୋ): ରାଜଧାନୀରେ ହୋଟେଲରେ ହେବ ହସ୍‌ପିଟାଲ। ନନ୍‌ କ୍ରିଟିକାଲ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ବିଏମ୍‌ସିର ନୂଆ ଯୋଜନା ଆରମ୍ଭ କରିଛି। ହସ୍‌ପିଟାଲ ମାନଙ୍କରେ ଗୁରୁତର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବେଡ୍‌ର ଅଭାବ ଦେଖାଯାଉଛି। ଏଭଳି ସ୍ଥଳେ ଅନେକ ଗୁରୁତରଙ୍କୁ ବେଡ୍‌…

ଭୁବନେଶ୍ବର: ଭାର୍ଗବୀ ନଦୀ ପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଦେହସାରା ହଣାଦାଗ ଥିବାରୁ ହତ୍ୟା ସନ୍ଦେହ

କେନ୍ୟୁଜ୍(ବ୍ୟୁରୋ):  ଧଉଳି ଥାନା ଅନ୍ତର୍ଗତ ସାରଦେଇ ପୁର ଡାକବଙ୍ଗଳା ନିକଟ ଭାର୍ଗବୀ ନଦୀ ପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଆଜି ଭୋର୍ ମିଳିଥିବା ମୃତ ଶରୀର କୁ ନେଇ ଧଉଳି ଥାନା ଅଞ୍ଚଳ ରେ ହଇଚଇ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଆଜି ଭୋରରୁ ସାରଦେଇପୁର ଗ୍ରାମର କିଛି ଲୋକ…

ଅଧୁରା ରହିଗଲା ଦ୍ୱିତୀୟ କୋଣାର୍କ ସ୍ୱପ୍ନ, ଅଧାରୁ ବାହୁଡ଼ିଗଲେ ଶିଳ୍ପୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ଆଜି ଆମଠାରୁ ଛଡ଼ାଇ ନେଇଛି ରାଜ୍ୟର ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ । ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ର ଆଉ ନାହାନ୍ତି । ଆଜି ଅପରାହ୍ନରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସେ । ତା ସହିତ ତାଙ୍କର ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ନ…

ସଟଡାଉନ ବେଳେ ବେଧଡ଼କ ଚାଲିଥିଲା ଦେଶୀ ମଦ ବେପାର, ଦୁଇ ବେପାରୀଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ସଟଡାଉନ ବେଳେ ଦେଶୀ ମଦ ବିକ୍ରି। ଅନ୍ୟ କେଉଁ ସ୍ଥାନ ନୁହେଁ ବରଂ ରାଜଧାନୀ ଭୁବନେଶ୍ବରର ଏଭଳି ଘଟଣା ସାମ୍ନାକୁ ଆସିଛି। ଖାରବେଳ ଥାନା ଅନ୍ତର୍ଗତ ରାମ ମନ୍ଦିର ନିକଟରେ ଆଜି ସଡ ଡାଉନ୍ ପାଇଁ ତନଖି ଚାଲିଥିବା ବେଳେ ଟଲି ରିକ୍ସାରେ ଦୁଇଜଣ ବ୍ୟକ୍ତି ଦେଶୀ ମଦ ନେଉଥିଲେ।…

ଭୁବନେଶ୍ୱର ଅନ୍ଧାରୁଆରେ ଚାଲିଛି ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ବର୍ଷକ ମଧ୍ୟରେ ଓଡ଼ିଶାରେ କୋଭାକ୍ସିନ୍‌ ଉତ୍ପାଦନ। ଭୁବନେଶ୍ୱର ଅନ୍ଧାରୁଆରେ ଭ୍ୟାକ୍ସିନ ଉତ୍ପାଦନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ତ୍ୱରାନ୍ଵିତ କରିବା ସହ ୨୦୨୨ ମସିହା ଜୁନ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।…

ମୋବାଇଲ୍‌ ନମ୍ବରରେ ଡାଏଲ୍‌ କରି ରାଜଧାନୀରେ ପାଆନ୍ତୁ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି

ଭୁବନେଶ୍ୱର (କେନ୍ୟୁଜ୍‌) : ଲକଡାଉନ୍‌ ସମୟରେ ଯେମିତି ରାଜଧାନୀ ବାସିନ୍ଦା ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ପୁଣି ଦୃଷ୍ଟି ଦେଇଛି କମିଶନରେଟ୍‌ ପୋଲିସ୍‌ । ଭୁବନେଶ୍ୱରରେ ବାହାଘର ଓ ଅନ୍ତ୍ୟେଷ୍ଟି କ୍ରିୟା ଅନୁମତି ପାଇଁ ଫୋନ୍‌ ନମ୍ବର ଜାରି କରିଛି କମିଶନରେଟ ପୋଲିସ । ଏଥିପାଇଁ ଆଉ ଥାନାକୁ…

ଆଜିଠୁ ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କୋଭିଡ୍‌ ଟିକାକରଣ,ସକାଳ ୮ଟାରୁ ଗୋଟାଏ ମଧ୍ୟରେ ଲୋକେ ଟିକା ନେଇପାରିବେ

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ କୋଭିଡ୍‌ ଟିକାକରଣ । ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୪ ବର୍ଷ ବର୍ଗର ଲୋକେ ନେଇପାରିବେ ଟିକା । ଅନ୍‌ଲାଇନ୍‌ ପଞ୍ଜୀକରଣ ସହ ସ୍ଲଟ୍‌ ବୁକିଂ କରିଥିବା ବ୍ୟକ୍ତି ନିର୍ଦ୍ଧାରିତ ତାରିଖ ଓ କେନ୍ଦ୍ରକୁ ଯାଇ ଟିକା ନେଇ…

୧୮-୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ, ବିଏମ୍‌ସି ଅଞ୍ଚଳରେ ଆଜି ହୋଇଛି ଡ୍ରାଏ ରନ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ ବୁକିଂ ଆରମ୍ଭ। ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକ କୋ ୱିନ୍‌ ପୋର୍ଟାଲ, ଉମଙ୍ଗ ଓ ଆରୋଗ୍ୟ ସେତୁରେ ରେଜିଷ୍ଟ୍ରେସନ ପରେ ସ୍ଲଟ ବୁକିଂ କରୁଛନ୍ତି । ବିଏମ୍‌ସି ଅଞ୍ଚଳରେ ଆଜି ହୋଇଛି ଡ୍ରାଏ ରନ୍‌ । ସୋମବାରରୁ ତୃତୀୟ…